ସମ୍ବଲପୁର: ଓଟିରେ କାର୍ଯ୍ୟରତ ଡାକ୍ତରଙ୍କୁ ଅଜଣା ଯୁବକଙ୍କ ମାଡ଼, ବୁର୍ଲା ବଡ଼ ମେଡିକାଲରେ ଉତ୍ତେଜନା
ସମ୍ବଲପୁର(କେନ୍ୟୁଜ୍): ବୁର୍ଲା ବଡ଼ ମେଡିକାଲରେ ଉତ୍ତେଜନା । ନ୍ୟୁରୋଲୋଜି ବିଭାଗର ସର୍ଜରୀ ଡାକ୍ତର ସୂର୍ଯ୍ୟକାନ୍ତ ପାଟଯୋଶୀଙ୍କୁ ଦୁଇ ଅଜଣା ଯୁବକ ମାଡ଼ ମାରିଥିବା ଅଭିଯୋଗ । ଓଟିରେ କାର୍ଯ୍ୟରତ ସମୟରେ ଡାକ୍ତରଙ୍କୁ ମାଡ଼ ମାରିବା ସହ ଏକ ରୁମ୍ରେ ବନ୍ଦ କରିଦେଇଥିଲେ । ଡାକ୍ତରଙ୍କ ପାଟି ଶୁଣି…