Browsing Tag

violating covid rule

କୋଭିଡ୍‌ ନିୟମ ଉଲ୍ଲଂଘନ ପଡିଲା ମହଙ୍ଗା: ରାଜଧାନୀରେ ସିଲ୍‌ ହେଲା ୨୦ରୁ ଅଧିକ ଦୋକାନ

ଭୁବନେଶ୍ବର(କେନ୍ଯୁଜ୍): କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍‌। ରାଜଧାନୀରେ ୨୦ରୁ ଅଧିକ ଦୋକାନ ସିଲ୍‌ କରାଯିବା ସହ ଦୋକାନୀ ମାନଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ବିଏମ୍‌ସି ଓ କମିଶନରେଟ୍‌ ପୋଲିସ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଅଶୋକ ନଗର…

ସୁବର୍ଣ୍ଣପୁର: କୋଭିଡ୍‌ ନିୟମ ଉଲ୍ଲଘଂନ କରି ସିଲ୍‌ ହେଲା ୩ଟି ବ୍ୟବସାୟୀ ପ୍ରତିଷ୍ଠାନ ସମେତ ଗୋଟିଏ ପେଟ୍ରୋଲ ପମ୍ପ୍‌

ସୁବର୍ଣ୍ଣପୁର: କୋଭିଡ୍‌ ନିୟମ ଉଲ୍ଲଘଂନ କରି ସିଲ୍‌ ହେଲା ପେଟ୍ରୋଲ ପମ୍ପ୍‌। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଘଂନକାରୀଙ୍କୁ କଡ଼ାକଡି ଭାବେ ପାଳନ କରାଯାଇ ଫାଇନ୍‌ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ତିନୋଟି ବ୍ୟବସାୟୀ ପ୍ରତିଷ୍ଠାନ ସମେତ ଗୋଟିଏ ପେଟ୍ରୋଲ ପମ୍ପ୍‌କୁ କୋଭିଡ୍‌…

କୋଭିଡ କଟକଣାକୁ ଫୁ: ମହାମାରୀ ସମୟରେ ଶହଶହ ଲୋକଙ୍କୁ ନେଇ ଡିଜେ ଡ୍ଯାନ୍ସର ତାଳେ ତାଳେ ଜମିଲା ବିଶ୍ବକର୍ମା ଭସାଣି…

ଜଳେଶ୍ବର: ମହାମାରୀ କୋରାନା ସମୟରେ ଚାଲିଲା ବିଶ୍ବକର୍ମା ଭସାଣି ଉତ୍ସବ। ଶହଶହ ଲୋକଙ୍କୁ ନେଇ ଭିଡ଼ ଜମାଇ ହେଲା ଡିଜେ ଡ୍ଯାନ୍ସ । ନା ଥିଲା ସାମାଜିକ ଦୂରତା , ନା କେହି ଜଣେ ହେଲେ ପିନ୍ଧି ଥିଲେ ମାସ୍କ। ଡିଜେ ଗୀତର ତାଳେ ତାଳେ ଝୁମି ଯାଉଥିଲେ ଅନେକ ସଂଖ୍ୟାରେ ଲୋକ। କରୋନା ମହାମାରୀର ଭୟ…

ଜେଲରୁ ବାହାରି ଶୋଭାଯାତ୍ରା କରିବା ପଡିଲା ମହଙ୍ଗା: କୋଭିଡ ନିୟମ ଭାଙ୍ଗିବାରୁ ୯ ଜଣଙ୍କୁ ଗିରଫ କଲା ପୋଲିସ୍

ଭୁବନେଶ୍ବର: ଜେଲରୁ ବାହାରିବା ପରେ ଶୋଭାଯାତ୍ରା କରିବା ପଡିଲା ମହଙ୍ଗା। ଯାହାର ପରିଣାମ ସ୍ବରୂପ ପୁଣି ହେଲେ ଗିରଫ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରରେ । କୋଭିଡ ନିୟମ ଭାଙ୍ଗିଥିବାରୁ ୯ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗତ ୧୦ ତାରିଖରେ ଜେଲରୁ ବାହାରିବା ପରେ…