ସୁବର୍ଣ୍ଣପୁର: କୋଭିଡ୍‌ ନିୟମ ଉଲ୍ଲଘଂନ କରି ସିଲ୍‌ ହେଲା ୩ଟି ବ୍ୟବସାୟୀ ପ୍ରତିଷ୍ଠାନ ସମେତ ଗୋଟିଏ ପେଟ୍ରୋଲ ପମ୍ପ୍‌

ସୁବର୍ଣ୍ଣପୁର: କୋଭିଡ୍‌ ନିୟମ ଉଲ୍ଲଘଂନ କରି ସିଲ୍‌ ହେଲା ପେଟ୍ରୋଲ ପମ୍ପ୍‌। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଘଂନକାରୀଙ୍କୁ କଡ଼ାକଡି ଭାବେ ପାଳନ କରାଯାଇ ଫାଇନ୍‌ କରାଯାଉଛି।

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ତିନୋଟି ବ୍ୟବସାୟୀ ପ୍ରତିଷ୍ଠାନ ସମେତ ଗୋଟିଏ ପେଟ୍ରୋଲ ପମ୍ପ୍‌କୁ କୋଭିଡ୍‌ ୧୯ ନିୟମ ଉଲ୍ଲଘଂନ ଅଭିଯୋଗରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛି ପ୍ରଶାସନ। ଆଜି ପୁନର୍ବାର ଆଇନ୍‌ ଉଲ୍ଲଘଂନ କରିଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଥିବା ପେଟ୍ରୋଲ ପମ୍ପ୍‌କୁ ସିଲ କରିଛି ପ୍ରଶାସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.