Browsing Tag

violence in tangi

ଟ୍ୟାପରୁ ପାଣି ନେବାକୁ କେନ୍ଦ୍ର କରି ୨  ପରିବାର ମଧ୍ୟ୍ୟରେ ଗଣ୍ଡଗୋଳ, ଚୁଟି ଟଣାଟଣିରୁ ୪ ମହିଳା ଆହତ

ଖୋର୍ଦ୍ଧା,ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚିଲିକା ବ୍ଲକ୍  ମାଟିଆପଡା ଗାଁ ଦାଣ୍ଡରେ ଥିବା ପାଣି ଟ୍ୟାପରୁ ପାଣି  ନେବା ବେଳେ ୨ ପରିବାର ମଧ୍ୟ୍ୟରେ ଗଣ୍ଡଗୋଳ । ସାମାନ୍ୟ ବଚସା କୁ ନେଇ ଲଙ୍କାକଣ୍ଡ ।  ଗାଁ ଦାଣ୍ଡରେ ମହିଳାକୁ ମାଡ଼ମାରିଥିବା ନେଇ ଟାଙ୍ଗୀ…