Below header
Browsing Tag

virtual court

ଆଭାସି ମାଧ୍ୟମରେ ହେବ ଜମିଜମା ସମ୍ପର୍କିତ କେସ ଫଇସଲା, ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ

କଟକ(କେନ୍ୟୁଜ): ଏପ୍ରିଲରୁ ୩୧୭ ତହସିଲରେ କାର୍ଯ୍ୟକାରୀ ହେବ ଭର୍ଚୁଆଲ କୋର୍ଟ। ଆଭାସି ମାଧ୍ୟମରେ ହେବ ଜମିଜମା ସମ୍ପର୍କିତ କେସ ଫଇସଲା। ପରୀକ୍ଷାମୂଳକ ଭାବେ ୮୦ଟି ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହୋଇଥିବା ବେଳେ ୩୦୦୦ ମାମଲାର ସମାଧାନ ହୋଇଛି। ଚଳିତ ବର୍ଷ ପୂରଣ ହେବ ୫୪୫ OAS/ORS ପଦବୀ। Opsc…