Browsing Tag

vivo v27 series

ମାର୍ଚ୍ଚ ୧ରୁ ଭାରତୀୟ ବଜାରରେ ମିଳିବ Vivo v27, କମ୍ପାନୀ ପକ୍ଷରୁ କଲାଗଲା ଘୋଷଣା

କେନ୍ୟୁଜ୍‌(ବ୍ୟୁରୋ) : ମାର୍ଚ୍ଚ ୧ରୁ ଭାରତରେ ଲଞ୍ଚ କରିବ Vivo v27 ସିରିଜ । ଅଫିସିଆଲ ଭାବେ କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି । ଅନୁମାନ କରାଯାଉଛି କି କମ୍ପାନୀ ପକ୍ଷରୁ ଏହି ସିରିଜରେ ୩ଟି ମଡେଲର ଲଞ୍ଚ କରାଯିବ । ମଡେଲ ଗୁଡ଼ିକ ହେଲା v27, v27pro ଓ v27e । Vivo v25ର ସଫଳତା…