Below header
Browsing Tag

weather report

ପଶ୍ଚିମ-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଝାଡଖଣ୍ଡ ମୁହାଁ, ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ…

ଭୁବନେଶ୍ବର(କେନ୍ୟୁଜ୍): ପଶ୍ଚିମ-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଝାଡଖଣ୍ଡ ମୁହାଁ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର ଓ ବୌଦ୍ଧରେ ଅଧିକ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ଦୁଇ ଦିନରେ ନେଇପାରେ ଲଘୁଚାପର ରୂପ

ଭୁବନେଶ୍ବର(କେନ୍ୟୁଜ୍): ବର୍ଷା ଦିନେ ଟାଣ ଖରା । ଯେମିତି ଉଭେଇ ଯାଇଛି ବର୍ଷା । କାଁ ଭାଁ କେବେ କେବେ ବର୍ଷା ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଓଡ଼ିଶା ଉପକୂଳକୁ ଲାଗି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଦୁଇ ଦିନ ମଧ୍ୟରେ ଲଘୁଚାପରେ ପରିଣତ ହୋଇପାରେ । ଏହାର ପ୍ରଭାବରେ…

ଉତ୍ତର ବଙ୍ଗୋପସାଗରର ଦାନା ବାନ୍ଧୁଛି ଲଘୁଚାପ, ଜୁଲାଇ ୧ରେ ଓଡ଼ିଶା ପାଇଁ ଭାରତୀୟ ପାଣିପାଗ ବିଭାଗ ରେଡଆଲର୍ଟ ଜାରି

ଭୁବନେଶ୍ବର(କେନ୍ୟୁଜ୍) : ଉତ୍ତର ବଙ୍ଗୋପସାଗରର ଦାନା ବାନ୍ଧୁଛି ଲଘୁଚାପ । ଏହାର ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳରେ ବଡ଼ ବନ୍ୟା ଆସିପାରେ । ପରିସ୍ଥିତି ମୁକାବିଲା ପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ।…

ସକ୍ରିୟ ହେଉଛି ମୌସୁମୀ ବାୟୁ, ଚାରି-ପାଞ୍ଚ ଦିନ ଭିତରେ ଓଡ଼ିଶା ଛୁଇଁବା ସମ୍ଭାବନା

କେନ୍ୟୁଜ୍ : ଖୁବ ଶୀଘ୍ର ଓଡ଼ିଶାରେ ପ୍ରବେଶ କରିପାରେ ମୌସୁମୀ ବାୟୁ। ଧୀରେ ଧୀରେ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପାଣିପାଗ ବିଭାଗ ସୂଚନା ଦେଇଛି, ସବୁ କିଛି ଠିକଠାକ ରହିଲେ ୪-୫ ଦିନ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିପାରେ। ସେପଟେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ…

ତାତିରେ କଲବଲ ସାରା ରାଜ୍ୟ, ୯୬ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ହିଟ୍‌ ୱେଭ ଓ୍ଵାର୍ଣ୍ଣିଂ

ତାତିରେ କଲବଲ ଓଡ଼ିଶା। ଅସ୍ତବ୍ୟସ୍ତ ଜନଜୀବନ। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି। ବିଶେଷ କରି ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେଉଛି। ଗତକାଲି ୧୧ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ୧୦ଟି ଜିଲ୍ଲା ପାଇଁ ହିଟୱେଭ୍‌ ସତର୍କତା ଜାରି କରାଯାଇଛି। ଏସବୁ…

ଆଜି ରାଜ୍ୟର ୪ଟି ଜିଲ୍ଲାରେ ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା

କେନ୍ୟୁଜ୍ : ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ପ୍ରବଳ ଗରମରୁ ଲୋକଙ୍କୁ କିଛିଟା ମୁକ୍ତି ମିଳିଛି। ଆଜି ରାଜ୍ୟର ୪ଟି ଜିଲ୍ଲାରେ ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏ ସବୁ ଜିଲ୍ଲା ହେଉଛି ମାଲକାନଗିରି, କୋରାପୁଟ,…

ଜୁନ୍‌ ୬ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏଥର ହେବ ଭଲ ବର୍ଷା

କେନ୍ୟଜ୍ : ଜୁନ୍‌ ୬ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଏଥର ଭଲ ବର୍ଷା ହେବ । ଓଡ଼ିଶାରେ ସ୍ୱାଭାବିକ ବର୍ଷା ହେବ । ଓଡ଼ିଶା ସମେତ କେନ୍ଦ୍ରୀୟ ଭାରତରେ ମୌସୁମୀ ପ୍ରବାହ ସବୁଠାରୁ ଭଲ ରହିବ । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସାରା…

ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରେ ସନ୍ତୁଳି ହେଉଛି ସାରା ଓଡ଼ିଶା, ଆଗକୁ ଆହୁରି ବଢିବ ତାତି

ଭୁବନେଶ୍ବର (କେନ୍ୟୁଜ୍) : ପ୍ରଚଣ୍ଡ ଗ୍ରୀଷ୍ମ ଲହରୀରେ ସନ୍ତୁଳି ହେଉଛି ସାରା ଓଡ଼ିଶା । ୨୪ ଆହୁରି ବଢିବ ତାତି । ୪୨ ଡିଗ୍ରୀ ଉପରେ ରହିଛି ୧୦ଟି ସହରର ତାପମାତ୍ରା । ଗତକାଲି ୪୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ଥିଲା । ୨୪ତାରିଖରୁ ସ୍ଥିତି ଅସମ୍ଭାଳ ହେବ ବୋଲି ପାଣିପାଗ ବିଭାଗ…

ପୁଣି ଫେରିଲା ତାତି,ପ୍ରବଳ ଖରାରେ ଡହଳ ବିକଳ ହେଉଛି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଫେରିଲା ତାତି । ରାଜ୍ୟରେ ଗ୍ରୀଷ୍ମ ଲହରୀ । ପ୍ରବଳ ଖରାରେ ଭାଜି ହେଉଛି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା। ପଶ୍ଚିମ ଓଡ଼ିଶାର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗତକାଲି ଟିଟିଲାଗଡ଼ର ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା । ୧୨ଟି ସହରର ତାପମାତ୍ରା ୩୬…

ଗୁଳୁଗୁଳି ଏବଂ ଗରମରୁ ମିଳିବ ମୁକ୍ତି, ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର (କେନ୍ୟୁଜ୍) : ଗତ କଛିଦିନ ହେବ ଗରମ ଲୋକଙ୍କୁ ଅସହ୍ୟ କରୁଛି। ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ସକାଳ ୯ଟା ପରେ ଘରୁ ବାହାରକୁ ବାହାରିବା ବହୁତ କଷ୍ଟକର ହୋଇପଡ଼ୁଥିଲା। ଗତକାଲି ମଧ୍ୟ ଅନେକ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ରାଜ୍ୟରେ ଗରମ ଅନୁଭୂତ ହେବା…

ବଢ଼ୁଛି ତାତି : ସାରା ରାଜ୍ୟରେ ଖରାର ପ୍ରକୋପ

ଭୁବନେଶ୍ବର (କେନ୍ୟୁଜ୍) : ସାରା ରାଜ୍ୟରେ ଖରାର ପ୍ରକୋପ । ବଢ଼ୁଛି ତାତି । ଡେଉଁଛି ପାରଦ । ଅସ୍ତବ୍ୟସ୍ତ ଜନଜୀବନ । ଗତକାଲି ୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା । ତାଳଚେର ଥିଲା ସବୁଠୁ ଉତ୍ତପ୍ତ ସହର । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୩.୧ ଡିଗ୍ରୀ ସେଲସିୟସ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଆଶଙ୍କା

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଆଜି ଉପକୂଳ ଓଡ଼ିଶା ତଥା ମୟୁରଭଞ୍ଜ, କନ୍ଧମାଳ, କେନ୍ଦୁଝର ଆଦି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ଥିବା ଜଣାଯାଇଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ…