Below header
Browsing Tag

west bengal police

ପଶ୍ଚିମବଙ୍ଗ: ସ୍ତ୍ରୀର ୨ୟ ବିବାହ ଦେଖି ଶ୍ୱଶୁର ଘର ଆଗରେ ଧାରଣା ଦେଲେ ଜ୍ୱାଇଁ

ପଶ୍ଚିମବଙ୍ଗର ବର୍ଦମାନ ଜିଲ୍ଲାରେ ଘଟିଥିବା ଅଭାବନୀୟ ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ପଶ୍ଚିମବଙ୍ଗରେ ଏକ ଭିନ୍ନ ଧରଣର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ପଶ୍ଚିମବଙ୍ଗର ବର୍ଦମାନ ଜିଲ୍ଲାର । ଏଠାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଫେରି ପାଇବା ପାଇଁ ଧାରଣାରେ ବସିଛନ୍ତି ।…

ପଶ୍ଚିମବଙ୍ଗ ପୋଲିସର ଦାଦାଗିରି, ଥାନା ନିରୀକ୍ଷଣ ବେଳେ ଓଡ଼ିଆ ଆଇଏଏସ୍‌ଙ୍କୁ କଲେ ଦୁର୍ବ୍ୟବହାର

ପଶ୍ଚିମବଙ୍ଗ ପୋଲିସର ଦାଦାଗିରି । ଓଡ଼ିଆ ଆଇଏଏସ୍‌ଙ୍କୁ ଦୁର୍ବ୍ୟବହାର । ଥାନା ଭିତରେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଲେ ଜଣେ ଏସ୍‌ଡିପିଓ । ଦେଖନ୍ତୁ ଭିଡିଓ । ଜଣେ ଏସ୍‌ଡିପିଓ କିଭଳି ଆଇଏଏସ୍‌ ଅଧିକାରୀଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରୁଛନ୍ତି । ପଶ୍ଚିମବଙ୍ଗ ରାମପୁରହାଟ ଥାନାରେ ଏହି ଘଟଣା…