Below header
Browsing Tag

westerly storm

ଆସନ୍ତାକାଲିରୁ ପୁଣି ଏକ ପଶ୍ଚିମା ଝଡ଼ : ଏପ୍ରିଲ ୧ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପଶ୍ଚିମା ଝଡ଼ ପ୍ରକୋପ ଜାରି ରହିଛି । ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ପଶ୍ଚିମା ଝଡ଼ ପ୍ରଭାବ ଦେଖାଉଛି । ପ୍ରତିଦିନ କିଛି କିଛି ସ୍ଥାନରେ ହେଉଛି ଝଡ଼ ବର୍ଷା । ଅଚାନକ କଳାହାଣ୍ଡିଆ ମେଘ ଘୋଟି ଆସିବା ପରେ ବର୍ଷା ପବନ ହେଉଛି । ଆସନ୍ତାକାଲି ପୁଣି ଏକ…

ଗୋଟିଏ ନଯାଉଣୁ ଆସୁଛି ଆଉ ଏକ ପଶ୍ଚିମା ଝଡ଼ ! ୨୯ ରୁ ପୁଣି ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଗୋଟିଏ ନଯାଉଣୁ ଆଉ ଗୋଟିଏ ପଶ୍ଚିମା ଝଡ଼ ସୃଷ୍ଟି ହେଉଛି । ୨୯ରୁ ପୁଣି ଏକ ପଶ୍ଚିମା ଝଡ଼ !। ଆସନ୍ତା ୨୯ ତାରିଖ ରାତିରୁ ପୁଣି ଏକ ପଶ୍ଚିମା ଝଡ଼ ସମ୍ଭାବନା। ଏହି ଝଡ଼ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।…

ଆସୁଛି ଆଉ ଏକ ପଶ୍ଚିମା ଝଡ଼: ୨୭ ରୁ ବଢିବ ବର୍ଷା, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ମାର୍ଚ୍ଚ ୧୫ ତାରିଖ ଠାରୁ ରIଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଲାଗି ରହିଛି । ଫଳରେ କିଛି ଦିନ ଧରି ଅସହ୍ୟ ତାତିରୁ ରାଜ୍ୟବାସୀଙ୍କୁ ଆରାମ ମିଳିଛି । କିନ୍ତୁ କାଳବୈଶାଖୀର କୁଆ ପଥରେ ମାଡ଼ରେ,ଅମଳ ହେବାକୁ ଥିବା ଫସଲ ନଷ୍ଟ ହେବା ଯୋଗୁଁ ଚାଷୀକୁଳ ହତାଶ ହେଇଛନ୍ତି ।…