Browsing Tag

WHAT IS RAHUL GANDHI’S GOTRA

ଶେଷରେ ରାହୁଲ ଗାନ୍ଧୀଙ୍କୁ କହିବାକୁ ପଡ଼ିଲା ତାଙ୍କ ଗୋତ୍ର କଣ ?

ଜୟପୁର : ଏବେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ସାଧାରଣ ନିର୍ବାଚନ ପାଇଁ ଭାରି ବ୍ୟସ୍ତ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆଜି ସେ ରାଜସ୍ଥାନ ଗସ୍ତରେ ଯାଇଥିଲେ । ପ୍ରଥମେ ରାହୁଲ ଆଜମେରର ପ୍ରସିଦ୍ଧ ଖ୍ଵାଜା ଗରିବ ନଓ୍ଵାଜ ଦରଘାକୁ ଯାଇ ଚଦର ଚଢ଼ାଇଥିଲେ । ପରେ ଯାଇଥିଲେ ପୁଷ୍କର ସ୍ଥିତ…