Browsing Tag

WhatsApp benefits

ନୂଆବର୍ଷରେ ଆସୁଛି ହ୍ଵାଟସଆପର ଆହୁରି ୧୦ଟି ନୂଆ ଫିଚର, ୟୁଜର୍ସଙ୍କୁ ମିଳିବ ଅନେକ ସୁବିଧା, ଏବେଠୁ ଜାଣନ୍ତୁ

ହ୍ଵାଟସଆପ ଦୁନିଆର ସବୁଠୁ ଲୋକପ୍ରିୟ ଆପ। ଯେଉଁଥିରେ କନେକ୍ଟ ଅଛନ୍ତି ଲକ୍ଷାଧିକ ଲୋକ। ସାରା ଦୁନିଆରେ ଏହି ଆପ୍‌ ର ଗୁରୁତ୍ୱ ରହିଛି ଖୁବ ବେଶି। ଏବେ ମେଟା ଦ୍ୱାରା ପରିଚାଳିତ ସୋସିଆଲ ମେସେଜିଂ ପ୍ଲାଟଫର୍ମ ହ୍ଵାଟସଆପ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ଜବରଦସ୍ତ ଫିଚର। ଯାହା ୟୁଜର୍ସଙ୍କୁ…