Browsing Tag

whatsapp disappearing messages feature

ହ୍ଵାଟସଆପ ଫିଚରରେ ହେଲା ଖାସ୍‌ ପରିବର୍ତ୍ତନ, ଏବେ କେହି ଚାହିଁଲେ ବି ଖୋଲିପାରିବେନି ପୁରୁଣା ମେସେଜ୍‌

ହ୍ଵାଟସଆପ୍‌ ୟୁଜର୍ସଙ୍କ ପାଇଁ ଖବର। ହ୍ଵାଟ୍ସଆପ ତାର ୟୁଜର୍ସଙ୍କ ପାଇଁ ଡିସଆପିୟରିଂ ଫିଚରକୁ ରୋଲ ଆଉଟ କରିଥିଲା। ଯାହା ଆପେ ଆପେ ଗାୟବ ହୋଇଯିବ ଏବଂ ଏହାକୁ ଡିଲିଟ କରିବାକୁ ବି ପଡେନାହିଁ। ଏବେ କମ୍ପାନୀ ନିଜର ୟୁଜର୍ସଙ୍କୁ ପୂର୍ବ ଅପେକ୍ଷା ଅଧିକ ଭଲ ଏକ୍ସପ୍ରିଏନ୍ସ ଦେବା ପାଇଁ ଡିସଆପିୟରିଂ…