Browsing Tag

WhatsApp has warned users

ସାବଧାନ ! ହ୍ଵାଟ୍ସଆପ୍‌ ୟୁଜରସ୍‌ ଏବେ ହ୍ୟାକ୍‌ରଙ୍କ ନଜରରେ, ଜାଣନ୍ତୁ କେମିତି ରହିବେ ସତର୍କ

ଖବର ଦେବା ନେବାରେ ହ୍ଵାଟ୍ସଆପ୍‌ ଏବେ ସବୁଠୁ ଲୋକପ୍ରିୟ ମାଧ୍ୟମ ସାଜିଛି । କୋଭିଡ୍‌ ମହାମାରୀ ପାଇଁ ଏହାର ଲୋକପ୍ରିୟତା ଏବେ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଲୋକେ ଏହି ଆପ୍‌ ଜରିଆରେ କରୋନା ସମ୍ପର୍କିତ ବିଭିନ୍ନ ତଥ୍ୟ ଆଦାନ ପ୍ରଦାନ କରୁଛନ୍ତି । ଏହି ଲୋକପ୍ରିୟତାର ଫାଇଦା ଏବେ ନେବାକୁ…