Browsing Tag

wife begging

ଶଯ୍ୟାଶାୟୀ ସ୍ଵାମୀର ଚିକିତ୍ସା ପାଇଁ ଘର ଘର ବୁଲି ଭିକ୍ଷା ମାଗୁଛି ସ୍ତ୍ରୀ

ଜଳେଶ୍ୱର : ମୋ ସ୍ଵାମୀଙ୍କୁ ବଞ୍ଚାଇ ଦିଅନ୍ତୁ ଆଜ୍ଞା । ମୋ ଶଙ୍ଖା ସିନ୍ଦୁରକୁ ରକ୍ଷା କରନ୍ତୁ । ଆପଣ ମାନେ ଚାହିଁଲେ ମୋ ସ୍ଵାମୀ ବଞ୍ଚିଯିବେ । ବହୁତ ଚେଷ୍ଟା କରି ଶେଷରେ ଆପଣ ମାନଙ୍କୁ ନେହୁରା ହେଉଛି । ମୋ ପାଖରେ ସମ୍ବଳ ବୋଲି ଆଉ କିଛି ନାହିଁ । ଯାହା ଥିଲା ସ୍ଵାମୀଙ୍କ ଚିକିତ୍ସାରେ ଶେଷ…

କ୍ୟାନସର ପୀଡ଼ିତ ସ୍ୱାମୀଙ୍କ ଚିକିତ୍ସା ପାଇଁ ହାତରେ ଭିକ୍ଷାଥାଳି ଧରିଲେ ପତ୍ନୀ, ତଥାପି ବଞ୍ଚେଇପାରିଲେନି ଜୀବନ

ହାତରେ ଭିକ୍ଷା ଥାଳି ସହ ଦୁଇ କୁନି କୁନି ପିଲାଙ୍କୁ ଧରି ଗାଁ ମଝିରେ ଭିକ ମାଗୁଛନ୍ତି ମହିଳା ଜଣକ। ଥାଳିରେ ନିଜ ଇଚ୍ଛା ଅନୁସାରେ 10 ରୁ 500 ଟଙ୍କା ପର୍ଯ୍ୟନ୍ତ ଯିଏ ଯାହା ପାରିଲା ଦେଉଛନ୍ତି। ହାତ ପତେଇବା ବେଳେ ମହିଳା ଜଣକ ନିଜ କୋହ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି। ଏ…