Browsing Tag

Wifi Dabba

ଡାଟା ପାଇଁ ଆଉ ଗଣିବାକୁ ପଡ଼ିବନି ଅଧିକ ଟଙ୍କା, ମାତ୍ର ୧ ଟଙ୍କାରେ ମିଳିବ ୧ ଜିବି ଡାଟା

ସାଧାରଣତଃ ରିଲାଏନ୍ସ ଜିଓକୁ ଶସ୍ତା ଇଣ୍ଟରନେଟ ସେବା ଯୋଗାଇବା ପାଇଁ ଜଣାଯାଇଥାଏ । କିନ୍ତୁ ଏବେ ଆଉ ଏକ କମ୍ପାନୀ ବଜାରକୁ ନିଜର ଏକ ଧମାକା ଦ୍ୱାରା ଅଫର ଲଂଚ କରିଛି । ବେଙ୍ଗାଲୁରୁରେ ଅବସ୍ଥିତ ଏହି କମ୍ପାନୀ ଏବେ ମାତ୍ର ଏକ ଟଙ୍କାରେ ଏକ ଜିବି ଡାଟା ଯୋଗାଇବା ନେଇ ସ୍ଥିର କରିଛି । ଇଣ୍ଟରନେଟ…