ଫୋନ୍ରେ କରି ଦିଅନ୍ତୁ ଏହି ସେଟିଙ୍ଗ୍, ପାସ୍ଓ୍ଵାର୍ଡ ନ ଥିଲେ ବି କେହି କରିପାରିବେ ନାହିଁ ବ୍ୟବହାର
ଫୋନ୍ ଅନଲକ୍ ରହିବା ସତ୍ତ୍ୱେ କେହି ଆପଣଙ୍କ ସାହାଯ୍ୟ ବିନା ଏହାକୁ ବ୍ୟବହାର କରିପାରିବେ ନାହିଁ। ଆଜି ଆମେ ଆପଣଙ୍କୁ କହିବୁ ଏହା କିପରି ସମ୍ଭବ ହୋଇପାରିବ। ଆପଣଙ୍କ ଆଣ୍ଡ୍ରୋଏଡ୍ ଫୋନ୍ରେ ହିଁ ଏକ ଖାସ୍ ଫିଚର ରହିଛି, ଯାହାକୁ କିଛି ସିମ୍ପଲ ଟିପ୍ସ ଜରିଆରେ ସହଜରେ ବ୍ୟବହାର କରିପାରିବେ…