Below header
Browsing Tag

wolf attack

ଦୁଇ ପୋଷା କୁକୁରକୁ ଶିକାର କଲା ଗଧିଆ, ପ୍ରତିଶୋଧ ନେବାକୁ ବିନା ହତିଆରରେ ମଇଦାନକୁ ଓହ୍ଲାଇପଡ଼ିଲେ କୃଷକ; ଭିଡିଓ ଭାଇରାଲ

ବିନା କୌଣସି ହତିଆରରେ ଗଧିଆକୁ ମାରିଲେ କୃଷକ। ରିପୋର୍ଟ ମୁତାବକ, ଗଧିଆଟି କୃଷକଙ୍କ ଦୁଇଟି କୁକୁରକୁ ଶିକାର କରିଥିଲା। କେବଳ ଏତିକି ନୁହେଁ, ସେ ତାଙ୍କ ଘୋଡ଼ାକୁ ମଧ୍ୟ ଆକ୍ରମଣ କରିଥିଲା। ପ୍ରତିଶୋଧ ନେବା ପାଇଁ ସେ ଗଧିଆକୁ ମାରିଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗଧିଆକୁ ମାରିବାକୁ…

ଯାଜପୁର: ଦୂର୍ଗାପୁର ଗାଁରେ ସିଆଳ ଆକ୍ରମଣରେ ଦୁଇ ନାବାଳିକା ଆହତ

ଯାଜପୁର ଟାଉନ(କେନ୍ୟୁଜ୍‌): ଯାଜପୁର ସଦର ଥାନା ଦୂର୍ଗାପୁର ଗାଁରେ ସିଆଳ ଆତଙ୍କ । ସିଆଳ ଆକ୍ରମଣରେ ଦୁଇ ନାବାଳିକା ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଜି ଭୋରୁ ଦୂର୍ଗାପୁର ଗାଁର ପଦ୍ମଲୋଚନ ବେହେରାଙ୍କ ଦୁଇ ଝିଅ ନିଜ ମାଙ୍କ ସହିତ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ଗୋଟିଏ…