Below header
Browsing Tag

woman arrested

ସ୍ବାମୀଙ୍କୁ ହତ୍ୟା କରି ବନ୍ଧା ହେଲା ସ୍ତ୍ରୀ, ବୟଫ୍ରେଣ୍ଡ ସହ ଫେରାର ହେବାକୁ ରଚିଥିଲା ଷଡ଼ଯନ୍ତ୍ର

ସ୍ବାମୀଙ୍କୁ ହତ୍ୟା କରି ବନ୍ଧା ହେଲା ସ୍ତ୍ରୀ। ବୟଫ୍ରେଣ୍ଡ ସହ ଫେରାର ହେବାକୁ ଷଡ଼ଯନ୍ତ୍ର ରଚିଥିଲା ସ୍ତ୍ରୀ। ରାୟଗଡ଼ା ସହରର ସାଇପ୍ରିୟା ନଗରରେ ଢାବା ରୋଷେୟା ହତ୍ୟାର ପର୍ଦ୍ଦାଫାସ। ୧୬ ତାରିଖରେ ସାଇପ୍ରିୟା ନଗର ୧୦ମ ଲେନ ଢାବାରେ ରୋଷେୟା ଭାବେ କାମ କରୁଥିବା ବିନୟ ପାଳଙ୍କୁ ରାତିରେ ନିର୍ମମ…

ଆଶାଦିଦିଙ୍କ କାଠ ଫାଳିଆ ମାଡ଼ରେ ବିଧବା ମହିଳାଙ୍କ ଫାଟିଲା ମୁଣ୍ଡ

ମୋହନା : ପରକୀୟା ପ୍ରତି ସନ୍ଦେହରେ ଆକ୍ରମଣ, ଆକ୍ରମଣ କରିଛନ୍ତି ଜଣେ ଆଶାଦିଦି l ଘଟଣାଟି ଘଟିଛି ଗଜପତି ଜ଼ିଲ୍ଲା ମୋହନା ଖ୍ରୀଷ୍ଟିଆନ ସାହିରେ l ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖ୍ରୀଷ୍ଟିଆନ ସାହିର ଆଶାଦିଦି ରେଣୁ ଲିମା ମଙ୍ଗଳବାର ପଡୋଶୀ ପ୍ରେମଲତା ଲିମାଙ୍କ ସହ ବଚସା କରିବା…

ସ୍ୱାମୀ ଉପରେ କିରୋସିନି ଢାଳି ନିଆଁ ଲଗାଇଦେଇଥିବା ଘଟଣା : ବନ୍ଧା ହେଲା ପତି ହନ୍ତା ପତ୍ନୀ

ଭଂଜନଗର (କେନ୍ୟୁଜ): ବନ୍ଧା ହେଲା ପତି ହନ୍ତା । ସ୍ୱାମୀ ଉପରେ କିରୋସିନି ଢାଳି, ନିଆଁ ଲଗାଇ ପୋଡି ମାରିବା ଅଭିଯୋଗରେ ସ୍ତ୍ରୀ ଗିରଫ । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗାଁରେ ଗତ ୪ ତାରିଖ ଦିନ ଘଟିଥିଲା ଏଭଳି ଅମାନୁଷିକ ଘଟଣା । ମୃତକ କୁଲାଡ଼ ଗାଁର ପ୍ରଫୁଲ୍ଲ ସାବତ।…

କଣିହାଁ ଅଞ୍ଚଳରୁ ଜଣେ ଚାରିଶହ ବିଶ୍‌ ମହିଳାକୁ ଗିରଫ କଲା ଛେଣ୍ଡିପଦା ପୋଲିସ୍

ଅନୁଗୁଳ: କଣିହାଁ ଅଞ୍ଚଳର ଜଣେ ଚାର୍‌ ସୋ ବିଶ୍‌ ମହିଳା ଗିରଫ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ ତାକୁ ଗିରଫ କରିଛି। ଗିରଫ ମହିଳା ହେଲେ ନିବେଦିତା ପ୍ରଧାନ। ଚାଙ୍ଗୁଡିଆ ଗାଁର ଲିଲି ସାହୁ ନାମଙ୍କ ଜଣେ ମହିଳାଙ୍କ ସ୍ୱାମୀ ମରିଯାଇଛନ୍ତି। ଲିଲି ତାଙ୍କ ଦେଢଶୂରଙ୍କ ଝିଅ ନିବେଦିତାଙ୍କୁ ଆଣି…