Below header
Browsing Tag

woman ASI

ଆସିଲା ମହିଳା ASIଙ୍କ ମୃତ୍ୟୁର ଫରେନସିକ୍ ରିପୋର୍ଟ, ଅଧିକ ଉତ୍ତେଜିତ ହୋଇଥିବାରୁ ମୃତ୍ୟୁ ହୋଇଛି

ରାଉରକେଲା (କେନ୍ୟୁଜ): ରାଉରକେଲା ଉଦିତନଗର ଥାନା ମହିଳା ASI ଅଲିସା ଲୁଗୁନଙ୍କ ମୃତ୍ୟୁର ଆସିଲା ଫରେନସିକ୍ ରିପୋର୍ଟ । ଡାକ୍ତରୀ ଟିମ୍ ଏବଂ ଏମ୍ସର ଫରେନସିକ୍ ମେଡିସିନ ଏକ୍ସପର୍ଟଙ୍କ ରିପୋର୍ଟ ଅନୁଯାୟୀ ଏକ୍ସାଇଟେଡ୍ ଡେଲିରିଅମରେ ତାଙ୍କର ମୃତ୍ୟୁ ହୋଇଛି। ଏଏସଆଇଙ୍କ ଉପରେ କୌଣସି ଆକ୍ରମଣ…

ଭିଜିଲାନ୍ସ ଜାଲରେ ସହିଦନଗର ଥାନା ମହିଳା ASI, ୧୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଭୁବନେଶ୍ୱର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ମହିଳା ASI। ଭିଜିଲାନ୍ସ କବଜାରେ ସହିଦନଗର ଥାନା ASI । ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ମମତା ବସ୍ତିଆ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲା । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ପୁରୁଣା ମାମଲାରୁ ଅଭିଯୁକ୍ତଙ୍କ…