ଭିଜିଲାନ୍ସ ଜାଲରେ ସହିଦନଗର ଥାନା ମହିଳା ASI, ୧୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ମହିଳା ASI। ଭିଜିଲାନ୍ସ କବଜାରେ ସହିଦନଗର ଥାନା ASI । ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ମମତା ବସ୍ତିଆ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲା ।

ଭୁବନେଶ୍ୱର (କେନ୍ୟୁଜ): ଭିଜିଲାନ୍ସ ଜାଲରେ ମହିଳା ASI। ଭିଜିଲାନ୍ସ କବଜାରେ ସହିଦନଗର ଥାନା ASI । ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ମମତା ବସ୍ତିଆ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲା । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ପୁରୁଣା ମାମଲାରୁ ଅଭିଯୁକ୍ତଙ୍କ ନାଁ କାଟିଦେବାକୁ ସେ ଲାଞ୍ଚ ନେଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.