Browsing Tag

woman auto driver

ଜଟଣୀର ମହିଳା ଅଟୋ ଡ୍ରାଇଭର ରସିଦା, ପରିବାର ପ୍ରତିପୋଷଣ ପାଇଁ ଆପଣେଇଛନ୍ତି ଭିନ୍ନ ଉପାୟ

ଦେହରେ ଶାଢ଼ୀ ହାତରେ ଚୁଡ଼ି । ଯେଉଁ ହାତ ହାଣ୍ଡିଶାଳରେ ରହି ପରିବା କାଟିବା ଆଉ ରୋଷଇ କରିବା କଥା ସେଇ ହାତ ଆଜି ଧରିଛି ଅଟୋ ହ୍ୟାଣ୍ଡେଲ । ଖୁସିରେ ନୁହେଁ ପରିସ୍ଥିତି ତାଙ୍କୁ ବାଧ୍ୟ କରିଛି ଏଥିପାଇଁ । କଥାରେ ଅଛି ପେଟ ପୋଷ ନାହିଁ ଦୋଷ । ଯେମିତି ହେଉ ନିଜ ପରିବାରକୁ ବଂଚାଇବାର ଅଛି ।…