Below header
Browsing Tag

woman murder case

ଏକତରଫା ପ୍ରେମରୁ ମହିଳାଙ୍କୁ ହତ୍ୟା ଘଟଣା, କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ଅଭିଯୁକ୍ତ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର କ୍ୟାପିଟାଲ ଥାନା ଅଞ୍ଚଳରେ ମହିଳାଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତକୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ୍ । ଗିରଫ ପରେ ଅଭିଯୁକ୍ତକୁ ନେଇ କ୍ରାଇମ ସିନ ରିକ୍ରିଏସନ କରୁଛି ପୋଲିସ । ଗତ ବୁଧବାର ସନ୍ଧ୍ୟାରେ ମାଲିକାଣୀକୁ ଘର ଆଗରେ ହତ୍ୟା କରିଥିଲା…

ଜଳଖିଆ ଦୋକାନି ସସ୍ମିତା ବେହେରାଙ୍କୁ ଛୁରୀ ଭୁସି ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନି ସସ୍ମିତା ବେହେରାଙ୍କୁ ଛୁରୀ ଭୂସୀ ହତ୍ୟା ଘଟଣା। ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଚନ୍ଦକା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ନିଖିଲ୍ ଜେନା। ସୂଚନା ଅନୁସାରେ ଗତ ୬ ନଭେମ୍ବରରେ…

ଜଘନ୍ଯ ହତ୍ଯାକାଣ୍ଡ: ଗଳାକାଟି ମହିଳାଙ୍କୁ ହତ୍ଯା, ମୁମୂର୍ଷୁ ଅବସ୍ଥାରେ ପାଖରେ ପଡିଥିବା ୪ ବର୍ଷର ଶିଶୁପୁତ୍ର ଉଦ୍ଧାର

ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୂ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଗ୍ରାମ ନିକଟରେ ଜଘନ୍ଯ ହତ୍ଯାକାଣ୍ଡ। ଜଣେ ମହିଳାଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ଯା କରିଥିବା ସହ, ଏକ ୪ ବର୍ଷର ଶିଶୁପୁତ୍ରର ମୁଣ୍ଡକୁ ଛେଚି ପିଙ୍ଗି ଦେଇଥିବା ଜଣାପଡିଛି । ତେବେ ମୁମୂର୍ଷୁ…

ମୟୁରଭଞ୍ଜ ବେହେରା ସାହିରେ ଅଭାବନୀୟ ଘଟଣା: ଘରଠାରୁ ୫୦୦ ମିଟର ଦୂରରେ ମିଳିଲା ମହିଳାଙ୍କ ମୃତଦେହ, ସ୍ବାମୀ ଅଟକ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡା ବେହେରା ସାହିରେ ଏକ ମହିଳାଙ୍କୁ ବୀଭତ୍ସ ହତ୍ୟା । ଗତକାଲି ରାତିରେ ମହିଳଙ୍କୁ ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି । ମୃତ ମହିଳାଙ୍କ ନାଁ ହେଉଛି ଚକ ମାରାଣ୍ଡି । ତାଙ୍କ ସ୍ବାମୀ ଘାସିରାମ ମାରାଣ୍ଡି । ତେବେ ଏହି…