Below header

ଜଳଖିଆ ଦୋକାନି ସସ୍ମିତା ବେହେରାଙ୍କୁ ଛୁରୀ ଭୁସି ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନି ସସ୍ମିତା ବେହେରାଙ୍କୁ ଛୁରୀ ଭୁସି ହତ୍ୟା ଘଟଣା। ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଚନ୍ଦକା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ନିଖିଲ୍ ଜେନା।

ଭୁବନେଶ୍ୱର (କେନ୍ୟୁଜ): ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନି ସସ୍ମିତା ବେହେରାଙ୍କୁ ଛୁରୀ ଭୂସୀ ହତ୍ୟା ଘଟଣା। ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଚନ୍ଦକା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ନିଖିଲ୍ ଜେନା।

ସୂଚନା ଅନୁସାରେ ଗତ ୬ ନଭେମ୍ବରରେ ମହିଳାଙ୍କୁ ବିଭତ୍ସ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡର ତଦନ୍ତ ପରେ ସ୍ଥାନୀୟ ଅଞ୍ଚଳର ନିଖିଲ ଜେନାକୁ ପୋଲିସ ଗିରଫ କରିଛି । ନିଖିଲ ଘୁଗୁନି ଖାଇବାକୁ ଆସିଥିବା ବେଳେ ବାରମ୍ବାର ଘୁଗୁନି ମାଗି ଖାଇବାକୁ ନେଇ ସସ୍ମିତା ଏବଂ ନିଖିଲଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ମନରେ ରାଗ ରଖିଥିବା ମିଥୁନ ଗତ ୬ ତାରିଖରେ ଆସି ସସ୍ମିତାଙ୍କୁ ଛୁରୀ ଭୁସି ଦେଇଥିଲେ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ୭ ତାରିଖ ଦିନ ମୃତ୍ୟୁ ଘଟିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.