Below header
Browsing Tag

woman power

ବାପଦାଦି ଅମଳର ଦୋକାନ ସମ୍ଭାଳି ମୋ ପରିବାର ସମ୍ଭାଳୁଛି, ସେ ମୋ ଝିଅ ନୁହେଁ ମୋ ପୁଅ

କୋରାପୁଟ(କେନ୍ୟୁଜ): କେତେବେଳେ ଦୁରୁଆ ଜନଜାତି ମାନ୍ୟତା ପାଇଁ ସ°ଘର୍ଷ ତ ପୁଣି କେତେବେଳେ ପରିବାର ଦାୟିତ୍ୱ ନହେଲେ ଗଛଲତା ଆଉ ଚେରମୂଳି ସହ ନିବିଡିତା ଏତିକିରେ ସରେନି କାମ । ବଳକା ସମୟ ଜଡ଼ି ବୁଟି ଦୋକାନରେ ବିତିଯାଏ । ଜଣାଶୁଣା ନା ମୀରା ଚାଲାଣ ମୀରା ଦିଦି କହିଲେ ପୁରା କୋଟପାଡ ଜାଣନ୍ତି…

ଅଧା ରାସ୍ତାରେ ଅଟକିଲା ଆମ୍ବୁଲାନ୍ସ , ପ୍ରସୂତିଙ୍କୁ କାନ୍ଧରେ ବୋହି ୪ କିଲୋମିଟର ଚାଲିଲେ ଗାଁର ମହିଳାମାନେ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ବିଜାଘାଟି ପଂଚାୟତର ତଳଗଡ଼ତି ଗାଁରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଘଟଣା ମୁତାବକ, ପ୍ରସୂତିଙ୍କୁ ନେବା ପାଇଁ ଆସିଥିବା ଆମ୍ବୁଲାନ୍ସ  ଭଲରାସ୍ତା ନଥିବାରୁ ୪ କିଲୋମିଟର ଦୂର ଦାମନଯୋଡ଼ି ସାଉଥ ବ୍ଳକ ନିକଟରେ ଅଟକି ଯାଇଥିଲା। ଗୋଟିଏ…