Below header
Browsing Tag

woman’s body found

ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ଧରି ଥିଲେ ନିଖୋଜ

ଜଳେଶ୍ବର (କେନ୍ୟୁଜ); ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡମନ୍ଦାରୁଣୀ ଗ୍ରାମର ଚନ୍ଦନ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ଜାନକୀ ଗୋଚ୍ଛାୟତ ବୋଲି ଜଣାପଡିଛି। ସୂଚନା ଅନୁସାରେ ଜାନକୀ ଦୁଇ ଦିନ ପୂର୍ବରୁ ଘରୁ କେଉଁ ଆଡକୁ ଚାଲି ଯାଇଥିଲେ। ପରିବାର ଲୋକେ ବହୂ…

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫିଙ୍ଗିଦେଇଥିବା ସନ୍ଦେହ

ସୁନ୍ଦରଗଡ଼ (କେନ୍ୟୁଜ): ହତ୍ୟା ପରେ ଫିଙ୍ଗିଦେଲେ । ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା ଟୀକାୟତ ପାଲି ଥାନାର ଦେବଗଡ଼ ଏବଂ ବଣାଇ ସୀମା ନିକଟସ୍ଥ ଜଙ୍ଗଲରୁ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ ହୋଇଥିଲା । ତାଙ୍କୁ ହତ୍ୟା ପରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୋଷାରି…

ଖୋସାଲିପୁର ରେଳ ଧାରଣାରୁ ଅଚିହ୍ନା ମହିଳାଙ୍କ ମୃତଦେହ ଠାବ, ସପ୍ତାହକ ମଧ୍ୟରେ ଗଲାଣି ୩ ଜୀବନ

ଯାଜପୁର (କେନ୍ୟୁଜ): ଡେଥ ଜୋନ ପାଲଟିଛି ଖୋସାଲିପୁର ରେଳ ଧରଣା। ସପ୍ତାହକ ମଧ୍ୟରେ ଏଠାରେ ୩ଜଣଙ୍କର ମୁଣ୍ଡ ଗଡ଼ିଲାଣି। ହରିଦାସପୁର-ଧାନମଣ୍ଡଳ ରେଲୱେ ଲାଇନର ଖୋସାଲିପୁର ରେଳ ଧାରଣାରୁ ଆଜି ଜଣେ ଅଜଣା ମହିଳାଙ୍କ ମୃତ ଦେହ ଠାବ କରାଯାଇଛି। ଗତ ଏକ ସପ୍ତାହ ମଧ୍ୟରେ ଏହାକୁ ମିଶାଇ ଏହି ସ୍ଥାନରେ…