Browsing Tag

womans protest

ଧୋକା ଦେଲା ପ୍ରେମିକ; ବିବାହ ପ୍ରତିଶ୍ରୁତି ପାଇ ସ୍ୱାମୀଙ୍କୁ ଛାଡିଲେ, ଏବେ ଶଙ୍ଖା ସିନ୍ଦୁର ଧରି ପ୍ରେମିକର ଘର…

ଢେଙ୍କାନାଳ (କେନ୍ୟୁଜ): ପ୍ରେମିକର ଘର ସାମ୍ନାରେ ଶଙ୍ଖା ସିନ୍ଦୁର ଧରି ପ୍ରେମିକାର ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । କଙ୍କଡାହାଡ଼ ଥାନା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥିବା ଭଦଳିଆ ସାହିରେ ଏ ଦୃଶ୍ୟ…