Below header
Browsing Tag

women Fasting rules

ଅଯୋଧ୍ୟା ମାମଲାର ନିଷ୍ପତ୍ତି ଆସିବା ପରେ ବ୍ରତ ଭାଙ୍ଗିଲେ ୮୧ ବର୍ଷୀୟା ବୃଦ୍ଧା, ୨୭ ବର୍ଷ ଧରି ସ୍ପର୍ଶ କରୁ ନ ଥିଲେ…

ଅଯୋଧ୍ୟା ମାମଲା ଉପରେ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ଆସିବା ପରେ ଜବଲପୁର ସହରର ଜଣେ ୮୧ ବର୍ଷୀୟା ବୃଦ୍ଧା ନିଜ ବ୍ରତ ଭଙ୍ଗ କରିଛନ୍ତି। ୨୭ ବର୍ଷ ଧରି ସେ କେବଳ କ୍ଷୀର ଏବଂ ଫଳ ଆହାର କରି ରହୁଥିଲେ। ରାମ ଜନ୍ମଭୂମି ବିବାଦ ସମାଧାନ ନ ହେବା ପଯ୍ୟର୍ନ୍ତ ବୃଦ୍ଧା ଜଣକ କୌଣସି ଅନ୍ନପାଣି…

ନବରାତ୍ରୀ ପୂଜା ସମୟରେ ମହିଳାମାନେ ଭୁଲରେ କରନ୍ତୁ ନାହିଁ ଏହି ୫ଟି କାମ, ନଚେତ ଭୋଗିବାକୁ ପଡ଼ିପାରେ ଦୁର୍ଦ୍ଦଶା

ଆଜି ଠାରୁ ଆରମ୍ଭ ହେଉଛି ଚୈତ୍ର ନବରାତ୍ରୀ ପୂଜା। ସକରାତ୍ମକତା ଏବଂ ଶକ୍ତିରେ ପରିପୂର୍ଣ୍ଣ ଏହି ଦିନରେ ମା ଙ୍କ ପୂଜା ସମ୍ପୂର୍ଣ୍ଣ ବିଧି-ବିଧାନ ସହ କରିବା ଉଚିତ। ଏହି ପୂଜା କରିବା ପାଇଁ କିଛି ନିୟମ ରହିଛି, ଯାହା ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଏହି ଦିନରେ ଦେବୀ ମା’ ଙ୍କ ଆଶୀର୍ବାଦ…