Below header
Browsing Tag

women market

ଭାରତରେ ୫୦୦ ବର୍ଷର ପୁରୁଣା ଏମିତି ଏକ ବଜାର ରହିଛି, ଯେଉଁଠାରେ କେବଳ ମହିଳା ମାନେ ହିଁ ବିକି ପାରିବେ ଜିନିଷ

ବ୍ୟବସାୟକୁ ସର୍ବଦା ପୁରୁଷ ପ୍ରାଧାନ୍ୟ ଜିନିଷ ଭାବରେ ବିବେଚନା କରାଯାଏ । ମାତ୍ର ଭାରତରେ ଏମିତି ଏକ ବଜାର ରହିଛି ଯାହା ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ଦ୍ୱାରା ପରିଚାଳିତ । ୫୦୦ ବର୍ଷର ପୁରୁଣା ଏମିତି ଏକ ବଜାର ରହିଛି ମଣିପୁରରେ । ମଣିପୁରରେ ଅବସ୍ଥାପିତ ଏହି ବଜାରଟିକୁ ମହିଳାଙ୍କ ଦ୍ୱାରା…

ଭାରତର ଏମିତି ଏକ ବଜାର, ଯାହାକୁ ମହିଳା ମାନେ ହିଁ ପରିଚାଳନା କରିଥାନ୍ତି

ବୁଲା ବୁଲି କରିବାକୁ କିଏ ବା ଭଲ ନ ପାଏ । ବୁଲା ବୁଲି କରିବା ସମୟରେ ଯାତ୍ରୀ ମାନେ ସ୍ଥାନୀୟ ବଜାରରୁ ବହୁ କିଣା କିଣି ମଧ୍ୟ କରିଥାନ୍ତି । ଯଦି ବଜାରରେ ଭଲ ଜିନିଷ ମିଳିବା ସହ ଦୋକାନୀ ମାନଙ୍କ ଠାରୁ ଉତ୍ତମ ବ୍ୟବହାର ମିଳିଥାଏ ତେବେ ତା ମଜା ଅଲଗା । ପୃଥିବୀର ବିଭିନ୍ନ ପ୍ରାନ୍ତରେ ବହୁ…