Below header
Browsing Tag

wood artist

ଅଦରକାରୀ କାଠକୁ ଦେଉଛନ୍ତି ଜୀବନ୍ତ ରୂପ: ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ଯଙ୍କୁ ଦେଉଛନ୍ତି ରୋଜଗାର

ହିଞ୍ଜିଳିକାଟୁ(କେନ୍ଯୁଜ୍): କାଷ୍ଠ କଳାକୁ ବଂଚାଇବା ଲାଗି ଜାରି ରହିଛି ତାଙ୍କ ସଂଘର୍ଷ। ଆଉ ଏହି ସଂଘର୍ଷ ଦେଇଛି ଏବେ ତାଙ୍କୁ ନୂଆ ପରିଚୟ। ତାଙ୍କର ହାତର ଯାଦୁକରୀ ସ୍ପର୍ଷରେ ଅଦରକାରୀ କାଠ ଜୀବନ୍ତ ହେଉଛି। ଯାହାଦ୍ବାରା ସେ ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ଯକୁ ଦେଇପାରିଛନ୍ତି ରୋଜଗାର।…

ଅଦରକାରୀ କାଠକୁ ଜୀବନ ଦାନ ଦେଉଛନ୍ତି ରାମଚନ୍ଦ୍ର, ତିଆରି କରୁଛନ୍ତି ବିଭିନ୍ନ ମୂର୍ତ୍ତି

ଯାଜପୁର ଟାଉନ୍ : ସେ ଏକାଧାରାରେ ଜଣେ କବି,ଗାଳ୍ପକି,ସାହିତ୍ୟିକ ଏବଂ କାଠ ଶିଳ୍ପୀ । ସରକାରୀ ଚାକିରିରୁ ଅବସର ନେବା ପରେ ସେ ନିଜର ବୃତିକୁ ଛାଡି ଏବେ ପ୍ରବୃତିକୁ ଜାରି ରଖିଛନ୍ତି । ଏ ହେଉଛି ଯାଜପୁର ଦଶରଥପୁର ଗାଁର ଏମିତି ଏକ କାରୀଗରଙ୍କ କଥା ଯାହାଙ୍କୁ ଜିଲ୍ଲା ଓ ରାଜ୍ୟ ବାହାରେ ମିଳିଛି…