୯ମ ଶ୍ରେଣୀ ପାଇଁ ପ୍ରସ୍ତୁତ ହୋଇଥିବା ନୂତନ ଭୂଗୋଳ ବହିରେ ଭୁଲ୍ ତଥ୍ଯ ପ୍ରକାଶିତ
ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୯ମ ଶ୍ରେଣୀ ପାଇଁ ପ୍ରସ୍ତୁତ ହୋଇଥିବା ନୂତନ ଭୂଗୋଳ ବହିରେ ଭୁଲ୍ ଥିବା ନଜରକୁ ଆସିଛି। ବହିର ୧୮ନଂ ପୃଷ୍ଠାରେ ଓଡ଼ିଶାର ଅବସ୍ଥିତି ଓ କ୍ଷେତ୍ରଫଳ ସମ୍ପର୍କରେ ଏକ ଭୁଲ ତଥ୍ୟ ପ୍ରକାଶ ପାଇଛି।ଯେଉଁଥିରେ ଉଲ୍ଲେଖ…