Browsing Tag

Xi Jinping asks army to be ready for battle

୯ମ କମାଣ୍ଡରସ୍ତରୀୟ ବୈଠକ ବିଫଳ : ସେନାକୁ କହିଲେ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ, ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଳୀ :  ଭାରତ-ଚୀନ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ଘଟୁନି । ବୈଠକ ପରେ ବୈଠକ ଚାଲିଥିଲେ ମଧ୍ୟ ସମାଧାନର ବାଟ ଫିଟୁନି । ନିକଟରେ ହୋଇଥିବା ୯ମ କମାଣ୍ଡରସ୍ତରୀୟ ବୈଠକ ବିଫଳ ହେବା ପରେ ଭାରତ -ଚୀନ ମଧ୍ୟରେ ବିବାଦ ଆହୁରି ତୀବ୍ରତର ହୋଇଛି । ଫଳରେ ଦୁଇଦେଶ ଯୁଦ୍ଧ ଆଡକୁ ମୁହାଁଇବା ଭଳି…