Below header
Browsing Tag

xiaomi smart watch

ଥରେ ଚାର୍ଜ ହେଲେ ୪୦ ଦିନ ପର୍ଯ୍ୟନ୍ତ ଚାଲିବ ଏହି ଲାଟେଷ୍ଟ ସ୍ମାର୍ଟୱାଚ, ମାତ୍ର ଏତିକି ଦାମରେ ଭାରତରେ ହେଲା ଲଞ୍ଚ

ସାଓମିର ନିବେଶ କମ୍ପାନୀ ହୁଆମି ଭାରତରେ ଲାଟେଷ୍ଟ ସ୍ମାର୍ଟୱାଚ୍ Amazfit Bip S ଲଞ୍ଚ କରିଛି । ଏହି ସ୍ମାର୍ଟ ୱାଚରେ ସବୁଠାରୁ ଖାସକଥା ହେଉଛି ଏହାର 40 ଦିନର ବ୍ୟାକଅପ୍ ବ୍ୟାଟେରୀ । କମ୍ପାନୀ ଏହି ସ୍ମାର୍ଟ ୱାଚର ମୂଲ୍ୟ 4,999 ଟଙ୍କା ରହିଛି, ଯାହା ଆମାଜନ,ଫ୍ଲିପକାର୍ଟ, ମାଇଣ୍ଟ୍ରା…

ଏହି କମ୍ପାନୀ ନେଇ ଆସୁଛି ଆପଲ ୱାଚର ନକଲ , ଜାଣନ୍ତୁ କଣ ରହିଛି ଏହି ସ୍ମାର୍ଟୱାଚର ବିଶେଷତ୍ୱ

ଚୀନର ସ୍ମାର୍ଟଫୋନ କମ୍ପାନୀ Xiaomi ନିଜର ପ୍ରଥମ ସ୍ମାର୍ଟୱାଚ ଲାଞ୍ଚ କରିବାକୁ ଯାଉଛି । ନଭେମ୍ବର ୫ ତାରିଖ ବା ମଙ୍ଗଳବାରକୁ ଏହାକୁ ଗ୍ଲୋବାଲ ଲେବୁଲରେ ଲଞ୍ଚ କରାଯିବ ତା ସହିତ ଏହି ସ୍ମାର୍ଟୱାଚର ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଜାରି କରାଯାଇଛି । ଏହିସବୁ ଫଟୋରେ ଦେଖାଯାଇଛି ଯେ Xiaomi…