Below header
Browsing Tag

Yadav becomes father

ନୂଆବର୍ଷରେ ଉମେଶ ଯାଦବଙ୍କ ଘରକୁ ଆସିଲେ ନୂଆ ଅତିଥି, ସେୟାର କଲେ ଲିଟିଲି ପରୀର ଫଟୋ

ନୂଆବର୍ଷରେ ଭାରତୀୟ ପେସ୍ ବୋଲର ଉମେଶ ଯାଦବଙ୍କ ଘରକୁ ଆସିଛି ନୂଆ ଅତିଥି । ଶୁକ୍ରବାର ତାଙ୍କ ପତ୍ନୀ ତାନିୟା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଉମେଶ ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ତାଙ୍କର ଏକ ଝିଅ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଉମେଶ ବାପା ହେବା ପରେ ଆଇସିସି ମଧ୍ୟ ଟ୍ବିଟର…