Browsing Tag

yamaha fz

ଲଞ୍ଚ ହେଲା Yamaha FZ ସିରିଜ, ପାଇବେ ଦମଦାର ଫିଚର୍ସ ସହିତ ବ୍ଲୁଟୁଥ୍‌ କନେକ୍ଟିଭିଟି

ଆପଣ ନୂଆ ବାଇକ୍ କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଆସିଗଲା ଏହି ନୂଆ ବାଇକ୍। ଯେଉଁଥିରେ ରହିଛି ବ୍ଲୁଟୁଥ ଫିଚର। ଦେଶର ପ୍ରମୁଖ ଦୁଇ ଚକିଆ ବାହନ ତିଆରି କରୁଥିବା ଅଟୋମୋବାଇଲ କମ୍ପାନୀ ୟାମାହା ଭାରତରେ ନିଜର ସବୁଠାରୁ ଲୋକପ୍ରିୟ ବାଇକ୍ FZ ର ଅପଡେଟ୍ ଭର୍ସନ ଲଞ୍ଚ୍ କରିଛି ।…