Browsing Tag

yanomami family

ମୃତକଙ୍କୁ ପୋଡି ପାଉଁଶକୁ ସୁପ୍ କରି ପିଅନ୍ତି ଏଠାକାର ଲୋକେ, କୁହନ୍ତି ଏମିତି କଲେ ଶାନ୍ତି ପାଇବ ଆତ୍ମା

ଦୁନିଆର ବିଭିନ୍ନ ଦେଶର ଲୋକମାନେ ବିଭିନ୍ନ ପରମ୍ପରାକୁ ଅନୁସରଣ କରନ୍ତି। ଅନେକ ଦେଶରେ ଅଜବ ପରମ୍ପରା ଅଛି, ଯାହା ବିଷୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ।ମଣିଷର ଅନ୍ତିମ ସଂସ୍କାର ମଧ୍ୟ ଦୁନିଆର ବିଭିନ୍ନ ଉପାୟରେ କରାଯାଏ। ଯଦି ଆପଣ ଏହା ବିଷୟରେ ଜାଣିବେ ଆପଣ କହିବେ ଲୋକମାନେ ଏହା କିପରି…