Browsing Tag

Yemen’s Aden airport

ୟମେନର ଅଦନ ଏୟାରପୋର୍ଟରେ ଭୟଙ୍କର ବିସ୍ଫୋରଣ, ୧୨ ମୃତ

ୟମେନର ଅଦନ ଏୟାରପୋର୍ଟ ପାଖରେ ଶନିବାର ରାତିରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୧୨ ଜଣ ଲୋକ ମୃତ୍ୟୁବରଣ କରିଥିବା ସୁରକ୍ଷା ଅଧିକାରୀ କହିଛନ୍ତି। ବିସ୍ଫୋରଣ କ’ଣ ପାଇଁ ଘଟିଥିଲା ତା’ର ତଦନ୍ତ ପୋଲିସ କରୁଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସାଉଥ ୟମେନରେ ଅଦନ…