ନିର୍ମାଣ ହେଲା ଯୋଗୀ ମନ୍ଦିର: ମନ୍ଦିରରେ ପୂଜା ପାଇବେ UP ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରତିଦିନ ହେଉଛି ଆରତୀ ଓ…
ବୈଦିକ ଯୁଗରେ ଭବ୍ୟ ମନ୍ଦିର ନିର୍ମାଣ, ଜ୍ୟୋତିର୍ଲିଙ୍ଗ ସ୍ଥାପନା ହେବାର ପୁରାଣାରେ ବର୍ଣ୍ଣିତ ଅଛି। ସମୟକ୍ରମେ ଭଗବାନଙ୍କର ସ୍ୱରୂପ ସହିତ ପୂଜାର ପଦ୍ଧତି ମଧ୍ୟ ବଦଳିଛି। ମନ୍ଦିରର ଅର୍ଥ ହେଉଛି ମନଠାରୁ ଦୂର ଅନ୍ୟଏକ ସ୍ଥାନ। ସେ ଭଗବାନଙ୍କ ସ୍ୱରୂପ କିମ୍ବା ଗୁରୁଙ୍କ ସ୍ଥାନ ହୋଇପାରେ।…