Browsing Tag

young man death

ଘଉଡାଇବାବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା, ଘଟଣାସ୍ଥଳରେ ଚାଲିଗଲା ଜୀବନ

ଘଉଡାଇବାବେଳେ ଯୁବକଙ୍କୁ ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଯୁବକ ମୃତ। ଢେଙ୍କାନାଳ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଟ ଗାଁରେ ଅଘଟଣ l ମୃତକ ହେଲେ ସେହି ଗାଁର ନିଧିଆ ଦେହୁରୀ । ଗତକାଲି ସଂନ୍ଧ୍ୟାରେ ବିଲକୁ ଯାଇଥିବା ବେଳେ ସେହି ସମୟରେ ବନବିଭାଗ ଓ ଗ୍ରାମବାସୀ ମିଶି ହାତୀ ଘଉଡ଼ାଉ…

ଯାତ୍ରା ଦେଖିବା ହେଲା କାଳ, ଅଧାବାଟରେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଆଠଗଡ଼ (କେନ୍ୟୁଜ): ଦନ୍ତା ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଗୁରୁଡ଼ି ଝାଟିଆ ଥାନା ଅନ୍ତର୍ଗତ କାଣ୍ଡ ମୁଗୁରୀ ଗାଁର ଟୁବୁରୁ ହନାଗାଙ୍କୁ ଦଳି ଦେଲା ହାତୀ । ଗତକାଲି ରାତିରେ ଅଶୋକାଷ୍ଟମୀ ଯାତ୍ରା ଦେଖିବା ପାଇଁ ପାଖ ଗାଁ ରାଧା ଦାମୋଦର ପୁରକୁ…

ରେଳ ଧାରଣରେ ଶୋଇପଡ଼ିଲା ଯୁବକ, ଆତ୍ମହତ୍ୟା ସନ୍ଦେହ କରି ପୋଲିସ ଖୋଜୁଛି ମୃତକଙ୍କ ପରିଚୟ

ବଲାଙ୍ଗିର (କେନ୍ୟୁଜ) : ସୁଦପଡା ବଲାଙ୍ଗିର ରୋଡ଼ ଷ୍ଟେସନ ନିକଟରେ ରେଳ ଧାରଣରେ ଶୋଇପଡ଼ିଲା ଯୁବକ । ମାଲ ବୋଝେଇ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଜଣାପଡିନାହିଁ । ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ…

ଅନ୍ୟ ଯୁବକଙ୍କ ସହ ପ୍ରେମିକାର ଶାରୀରିକ ସମ୍ପର୍କ ଥିବା ଜାଣିବା ପରେ ଦଉଡି ଦେଇ ଜୀବନ ହାରିଲା ପ୍ରେମିକ

ଯାଜପୁର ଟାଉନ (କେନ୍ୟୁଜ): ପ୍ରେମିକାର ଟିକେ ପ୍ରେମ ପାଇବା ପାଇଁ ପ୍ରାଣତ୍ୟାଗ କଲା ପ୍ରେମିକ । ଯେଉଁ ପ୍ରେମିକା ପାଇଁ ନିଜର ଧନ ମନ ଓ ଯୌବନ ଦେଇଥିଲା ସେହି ପ୍ରେମିକା ଦେଲା ଧୋକ୍କା,ବିରହ ଯନ୍ତ୍ରଣାରେ ଜର୍ଜରିତ ପ୍ରେମିକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା । ଏମିତି କିଛି ଘଟଣା ଯାଜପୁର…