Below header

ରେଳ ଧାରଣରେ ଶୋଇପଡ଼ିଲା ଯୁବକ, ଆତ୍ମହତ୍ୟା ସନ୍ଦେହ କରି ପୋଲିସ ଖୋଜୁଛି ମୃତକଙ୍କ ପରିଚୟ

ବଲାଙ୍ଗିର (କେନ୍ୟୁଜ) : ସୁଦପଡା ବଲାଙ୍ଗିର ରୋଡ଼ ଷ୍ଟେସନ ନିକଟରେ ରେଳ ଧାରଣରେ ଶୋଇପଡ଼ିଲା ଯୁବକ । ମାଲ ବୋଝେଇ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଜଣାପଡିନାହିଁ । ଯୁବକ ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ମୃତକଙ୍କ ପରିଚୟ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.