ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ
କଣ୍ଟାବାଞ୍ଜି (କେନ୍ୟୁଜ): ତୁରେକେଲା ଥାନା ବାଞ୍ଜିପାଲି ଗାଁର ଏକ କପା ଚାଷ ଜମିରେ ଥିବା ମହୁଲଗଛ ରେ ଜଣେ ଯୁବକଙ୍କ ମୃତ ଦେହ ଝୁଲୁଛି । ମୃତକ ଜଣକ ସେହି ଗାଁର ହେମନ୍ତ ମାଝି । ଗାଁର କିଛି ଯୁବକ ଚାଷ ଜମି ଆଡେ ଯାଇଥିବା ବେଳେ ଗଛରେ ଯୁବକଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ ।…