Below header
Browsing Tag

youth’s skeleton found

ଟାଙ୍ଗି : ନିଖୋଜ ଯୁବକର ପୋଡ଼ା କଙ୍କାଳ ଉଦ୍ଧାର କଲା ପୋଲିସ୍‌

ଟାଙ୍ଗି (ଖୋର୍ଦ୍ଧା) : ଖୋର୍ଦ୍ଧା ଜିଲ୍ଲା ବଡ଼ପୋଖରିଆ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନିକଟରୁ ମିଳିଲା ପୋଡ଼ା କଙ୍କାଳ । ପାଖ ଜଙ୍ଗଲରୁ ପୋଲିସ୍‌ ଏହି କଙ୍କାଳ ଜବତ କରିଛି । ମୃତ ଯୁବକ ନୟାଗଡ଼ ଶରଣକୁଳ ଥାନା ଅଞ୍ଚଳର ରବି ପ୍ରଧାନ ବୋଲି ଜଣାପଡ଼ିଛି । ସେ ଗତ କିଛି ଦିନ ହେବ ନିଖୋଜ ଥିଲେ ।…