Below header
Browsing Tag

yulu e scooter

ବଜାରରେ ବଢୁଛି ଇ-ସ୍କୁଟରର ଚାହିଦା, ଘରକୁ ନେଇ ଆସନ୍ତୁ ୟୁଲୁ ଓ୍ବିନ୍ ଇ-ସ୍କୁଟର

କେନ୍ୟୁଜ୍‌(ବ୍ୟୁରୋ): ଦୁଇ ଚକିଆ ମାର୍କେଟରେ ଇଲେକଟ୍ରିକ ସ୍କୁଟରର ଚାହିଦା ବଢିବାରେ ଲାଗିଛି । ପ୍ରତ୍ୟେକ ବଡ଼ ବଡ଼ ବାଇକ ନିର୍ମାତା ଏବେ ଇ-ସ୍କୁଟର ତିଆରି କରିବାରେ ଲାଗିଲେଣି । ଏହାସହ ଅଧିକ ରେଞ୍ଜର ଇ-ସ୍କୁଟର ବଜାରକୁ ଆଣୁଛନ୍ତି । ଯାହା ପେଟ୍ରୋଲ ଚାଳିତ ଦୁଇ-ଚକିଆ ଯାନର ସ୍ଥାନ ନେଇ ପାରିବ…