Below header
Browsing Tag

zareen khan

ଜରିନ ଖାନଙ୍କୁ ଆଶ୍ୱସ୍ତି, ଆରେଷ୍ଟ ଓ୍ଵାରେଣ୍ଟ ବାତିଲ କଲେ କୋଲକତା ମାଜିଷ୍ଟ୍ରେଟ୍‌

ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ନାମରେ ଜାରି ହୋଇଥିବା ଆରେଷ୍ଟ ଓ୍ଵାରେଣ୍ଟକୁ ରଦ୍ଦ କରିଛନ୍ତି କୋଲକତା ମାଜିଷ୍ଟ୍ରେଟ୍‌ । ତାଙ୍କ ନାମରେ ଠକିବା ନେଇ ଏକ ମାମଲାର ଶୁଣାଣି କରି କୋଲକତାର ଏକ ଅଦାଲତ ଏହି ନିର୍ଦ୍ଦେଶ ଦେଇଥିଲେ । ୨୦୧୮ରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୋଲକତାର ୬ଟି…

ଜରିନ ଖାନଙ୍କ ନାମରେ ଆରେଷ୍ଟ ଓ୍ଵାରେଷ୍ଟ ଜାରି, ଠକେଇ ଅଭିଯୋଗରେ ନିର୍ଦ୍ଦେଶ ଦେଇଛନ୍ତି କୋଲକତା ଅଦାଲତ

ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ନାମରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି କୋଲକତାର ଏକ ଅଦାଲତ । ତାଙ୍କ ନାମରେ ଠକିବା ନେଇ ଏକ ମାମଲାର ଶୁଣାଣି କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୮ରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ କୋଲକତାର ୬ଟି କାର୍ଯ୍ୟକ୍ରମରେ ସାମିଲ ନ ହେବା ପାଇଁ…

ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ୍‌ଙ୍କୁ ଡେଙ୍ଗୁ, ପ୍ରବଳ ଜ୍ୱର ସହିତ ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନଙ୍କୁ ଡେଙ୍ଗୁ। ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତାଙ୍କୁ ପ୍ରବଳ ଜ୍ୱର ସହିତ ଶରୀର ଯନ୍ତ୍ରଣା ହେଉଛି। ଏ କଥା ନିଜେ ଅଭିନେତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଜଣାଇଛନ୍ତି। ଜରିନ୍‌ ଖାନ୍‌ ପ୍ରଥମେ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ…

ସମଲିଙ୍ଗୀ ଭୂମିକାରେ ନଜର ଆସିବେ ଏହି ହଟ୍‌ ଅଭିନେତ୍ରୀ, ଆସୁଛି ଫିଲ୍ମ ‘ହମ୍‌ ଭି ଅକେଲେ ତୁମ୍‌ ଭି ଅକେଲେ’

ହାଉସଫୁଲ୍-୨’, ‘ହେଟଷ୍ଟୋରୀ-୩’ ଭଳି ଫିଲ୍ମରେ ଅଭିନୟ କରି ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଜରିନ୍ ଖାନ୍ । ତେବେ ତାଙ୍କର ଅପ୍କମିଙ୍ଗ୍ ଫିଲ୍ମରେ ତାଙ୍କୁ ସଂପୂର୍ଣ୍ଣ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ । ଆଗକୁ ତାଙ୍କର ‘ହମ୍ ଭି ଅକେଲେ ତୁମ୍ ଭି ଅକେଲେ’…

ବୁଲେଟ ଧରି ଖୋଲା ମଇଦାନରେ ବୁଲିଲେ ଜରିନ ଖାନ, ଫ୍ୟାନ କହିଲେ ବୁଲେଟ ରାଣୀ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀ ଜରିନ ଖାନ ଆଜିକାଲି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତିଏ । ସେ ସମୟ ସମୟରେ ନିଜ ଫ୍ୟାନ ମାନଙ୍କ ସହିତ ନିଜ ଲାଇଫର କିଛି ମୋମେଣ୍ଟକୁ ସେୟାର କରିଥାନ୍ତି । ତେବେ ନିକଟରେ ସେ ଏପରି ଏକ ଭିଡିଓ ସେୟାର କରିଛନ୍ତି ଯାହାକି ତାଙ୍କ ଫ୍ୟାନ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି…

ପାକିସ୍ଥାନୀ କ୍ରିକେଟର ଫଖର ଜମାନଙ୍କ ସହିତ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଜରୀନ ଖାନ

କ୍ରୀକେଟର ଏବଂ ବଲିଉଡର କକଟେଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। କେତେକଙ୍କର ପ୍ରେମ ସଫଳ ହେଇଛି ତ ଆଉ କେତେକଙ୍କର ଅଧୂରା ହୋଇ ରହିଯାଇଛି। କ୍ରୀକେଟରଙ୍କର ବଲିଉଡ କନେକସନ୍ ମିଡିଆରେ ଚର୍ଚ୍ଚା ହେବାକୁ ସମୟ ନେଇଥାଏ। କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଜରୀନ ଖାନ ଏବଂ ପାକିସ୍ଥାନ କ୍ରୀକେଟର…