Browsing Tag

zero shadow

ଆଜି ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ’, ଦେଖାଯିବନି ନିଜ ଛାଇ

କେନ୍ୟୁଜ୍‌: ଛାଇ ଆଲୁଅର ଖେଳ, ଉଭାନ ହେଇଯିବ ଛାଇ । ହଁ ଆଜ୍ଞା ଆଜି ହେଉଛି ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ । ଉଭେଇଯିବ ଛାଇ । ଆଜି ଦିନ ୧୧ଟା ୪୩ରେ ଶୂନ୍ୟ ଛାୟା ସମୟ ରହିଛି । କୁହାଯାଏ, ବର୍ଷରେ ଏମିତି ୨ ଦିନ ରହିଛି, ଯେଉଁଦିନ ଦିନ ଦ୍ୱିପ୍ରହରରେ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ…

ବିରଳ ଦୃଶ୍ୟ! ହଜିଗଲା ଛାଇ…ହାଇଦ୍ରାବାଦରେ ଦୃଶ୍ୟମାନ ହେଲା ଶୂନ୍ୟ ଛାୟା

ଶୂନ୍ୟ ଛାୟା ଦିବସ ଅର୍ଥାତ୍‌ ବିନା ଛାଇର ଦିନ। ଇଂରାଜୀରେ ଏହାକୁ ‘ଜିରୋ ସ୍ୟାଡୋ ଡେ’ କୁହନ୍ତି। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଅଗଷ୍ଟ ୩ ତାରିଖ ଗୁରୁବାର ଆକାଶରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅପରାହ୍ନ ୧୨ଟା ୨୩ ମିନିଟ୍‌ରେ ଲୋକେ ନିଜର କୌଣସି ଛାଇ ଦେଖିବାକୁ ପାଇ ନ…

ଆଜି ଜିରୋ ସ୍ୟାଡୋ ଡେ, କୌଣସି ବସ୍ତୁରେ ଛାଇ ପଡ଼ିବ ନାହିଁ

କେନ୍ୟୁଜ୍(ବ୍ୟୁରୋ): ଆଜି ଭୁବନେଶ୍ୱରରେ ଜିରୋ ସ୍ୟାଡୋ ଡେ'। ଉଭେଇଯିବ ଛାଇ । ଠିକ୍‌ ଦିନ ୧୧ଟା ୪୩ ମିନିଟ୍‌ରେ ହଜି ଯିବ ନିଜ ଛାଇ । ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ ବର୍ଷର ୩୬୫ ଦିନ ମଧ୍ୟରୁ ଏଭଳି ଦୁଇ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍‌ ମୁଣ୍ଡ ଉପରେ ରହିବ । ସେହି ସମୟରେ ଆମ…

ଉଭାନ ହୋଇଗଲା ଛାଇ, ଆଜି ରାଜଧାନୀ ସହରରେ ପୂର୍ବାହ୍ନ ୧୧.୪୩ ମିନିଟରେ ଶୂନ୍ୟ ଛାୟା ଦୃଶ୍ୟମାନ

ଭୁବନେଶ୍ୱର (କେନ୍ୟୁଜ) : ଛାଇ ଆଲୁଅର ଖେଳ, ଉଭାନ ହୋଇଗଲା ଛାଇ । ଆଜି ରାଜଧାନୀ ଭୁବନେଶ୍ବର ସହରରେ ପୂର୍ବାହ୍ନ ୧୧.୪୩ ମିନିଟରେ ଶୂନ୍ୟ ଛାୟା ଦୃଶ୍ୟମାନ ହୋଇଛି । ସେହିପରି କଟକ ସହରରେ ଆସନ୍ତା କାଲି ପୂର୍ବାହ୍ନ ୧୧.୪୩ରେ ଶୂନ୍ୟ ଛାୟା ଦେଖାଯିବ। ଏହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଶୂନ୍ୟ…