Valentine Dayରେ ନିଜ ପାର୍ଟନରଙ୍କୁ ଦିଅନ୍ତୁ ବଢ଼ିଆ ଗିଫ୍ଟ, ମାତ୍ର ୮୯୯ ଟଙ୍କାରେ କିଣନ୍ତୁ Apple Airpods Pro

ଫ୍ଲିପକାର୍ଟରେ ଆରମ୍ଭ ହୋଇସାରିଛି Flipkart Flip Heart Days Sale ।  ଏଥର Valentine Dayରେ ନିଜ ପାର୍ଟନରଙ୍କୁ ଦିଅନ୍ତୁ ବଢ଼ିଆ ଗିଫ୍ଟ। ଶସ୍ତାରେ କିଣି ନେଇ ଆସନ୍ତୁ Apple Airpods Pro।

ଆପଣ ବି ଯଦି ନିଜ ପାର୍ଟନରଙ୍କୁ ଭାଲେଣ୍ଟାଇନରେ ବେଷ୍ଟ ଗିଫ୍ଟ ଦେବାକୁ ଚାହୁଁ ଛନ୍ତି ତେବେ ଆମେ ନେଇ ଆସିଛୁ ବଢ଼ିଆ ଖବର। ଭାଲେଣ୍ଟାଇନ ଡେ ୨୦୨୩ ପାଇଁ ଫ୍ଲିପକାର୍ଟ ନେଇ ଆସିଛି ଶାନଦାର ଅଫର। ଯଦି ନିଜ ପାର୍ଟନରଙ୍କୁ ଏଥର ଭଲ ଗିଫ୍ଟ ଦେବାକୁ ଇଚ୍ଛା ଅଛି ଆଉ ପାଖରେ ବେଶି ଟଙ୍କା ନାହିଁ ।ତେବେ ଏହି ଖାସ ଅଫର ଆପଣଙ୍କ ପକେଟକୁ ଏକଦମ ସୁହାଇବ।

ଫ୍ଲିପକାର୍ଟରେ ଆରମ୍ଭ ହୋଇସାରିଛି Flipkart Flip Heart Days Sale । ଏହି ସେଲରେ ଆପଣ ଇୟରବଡକୁ ଖୁବ କମ ଦାମରେ କିଣିପାରିବେ। ସବୁଠୁ ଭଲ କଥା ହେଉଛି ଏହା ବହୁତ ଭଲ କମ୍ପାନୀର ଇୟରବଡ଼। କମ୍ପାନୀ ନାଁ ଶୁଣିଲେ ଆପଣ ଆହୁରି ଖୁସି ହୋଇଯିବେ। ଆମେ କହୁଛୁ Apple Airpods Pro କଥା, ଯାହାର ଦାମ ରହିଛି ମାତ୍ର ୮୯୯ ଟଙ୍କା।

ଭାଲେଣ୍ଟାଇନ ଡେ ୨୦୨୩ ପୂର୍ବରୁ ଆରମ୍ଭ ହୋଇଛି Flipkart Flip Heart Days Sale। ଗତ ଫେବୃଆରୀ ୬ ତାରିଖରୁ ଆରମ୍ଭ ହୋଇଛି ଫ୍ଲିପକାର୍ଟ ସେଲ। ଯାହାକି ଆଗାମୀ ୭ଦିନ ପର୍ଯ୍ୟନ୍ତ ଲାଇଭ ରହିବ। ମାନେ ଆପଣ ଏହାର ଫାଇଦା ୧୨ ଫେବୃଆରୀ ଯାଏ ଉଠାଇପାରିବେ। ସେଲ ଅନ୍ତର୍ଗତ ଅନେକ ପ୍ରଡକ୍ଟ ରେ ଭାରି ଛାଡ଼ ଦିଆଯାଇଛି। ଯଦି ଆପଣ ବି ଏଥର ନିଜ ପାର୍ଟନରଙ୍କୁ ଭଲ ଗିଫ୍ଟ ଦେବାକୁ ଚାହୁଁଛନ୍ତି ତେବେ ଏହି ମୌକାର ଫାଇଦା ଉଠାନ୍ତୁ। ଏଥିରେ Apple Airpods Pro ବଢ଼ିଆ ଡିସକାଉଣ୍ଟ ଦିଆଯାଉଛି। ଏବେ ଜାଣନ୍ତୁ ଆପଣ ୮୯୯ ଟଙ୍କାରେ କିପରି କିଣିବେ..

ଫ୍ଲିପକାର୍ଟ ସେଲ ୨୦୨୩ ରେ ଆପଲ ଇୟରବଡ ର ଦାମ ରହିଛି ପ୍ରକୃତରେ ୧୯ ହଜାର ୯୯୯ ଟଙ୍କା। ଏମିତିରେ ସେଲରେ ୧୯ ହଜାର ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଡିସକାଉଣ୍ଟ ମିଳିବ। ତେବେ ଏହାର ଫାଇଦା ଆପଣ ନିଜ ପୁରୁଣା ମୋବାଇଲ ଫୋନ କୁ ବଦଳାଇ ପାଇପାରିବେ। ଯଦି ପୁରୁଣା ଫୋନକୁ ବଦଳାଉଛନ୍ତି ତେବେ ୧୯ ହଜାର ଟଙ୍କା କଟି ଏହାର ଦାମ ମାତ୍ର ୯୯୯ ଟଙ୍କା ହୋଇଯିବ। ଏହାବ୍ୟତିତ ଆପଣ ପେଟିଏମ ଓ୍ଵାଲେଟ ଜରିଆରେ ୧୦୦ଟଙ୍କାର ଇନଷ୍ଟାଣ୍ଟ କ୍ୟାସବ୍ୟାକ ଫାଇଦା ପାଇବେ। ମାନେ ଏହାକୁ ଆପଣ ୯୯୯ ଟଙ୍କା ନୁହେଁ ବରଂ ୮୯୯ ଟଙ୍କାରେ କିଣିପାରିବେ।

ଯଦି ଆପଣ ଏକ୍ସଚେଞ୍ଜ ଅଫରର ଫାଇଦା ଉଠାଇବାକୁ ଚାହୁଁନାହାନ୍ତି ମାନେ ନିଜ ପୁୁ ରୁଣା ଫୋନକୁ ବଦଳାଉନାହାନ୍ତି ତେବେ ଏହି ବଡ୍ସ ରେ ଅନେକ ଅଫର ମଧ୍ୟ ସାମିଲ ରହିଛ ି। ଗ୍ରାହକଙ୍କ ସୁବିଧା ପାଇଁ ପ୍ରତିମାସରେ ୨ ହଜାର ୨୨୩ ଟଙ୍କା ର ପ୍ରାରମ୍ଭିକ ମାନେ ବିନା ସୁଧ ର ଇଏମଆଇ ଭରି ଏହାର ଲାଭ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.