iPhone 14 Plus ଉପରେ ବମ୍ପର ଅଫର, ଡେରି ନକରି କରି ଅଫରର ତୁରନ୍ତ ଉଠାନ୍ତୁ ଫାଇଦା
ନୂଆ ସ୍ମାର୍ଟଫୋନ୍ କିଣିବାକୁ ପ୍ଳାନ୍ କରୁଛନ୍ତି କି, ତାହେଲେ ଆଇଫୋନ୍ ୧୪ ପ୍ଲସ ଉପରେ ବଢ଼ିଆ ଅଫର । କମ୍ପାନୀ ଗତ ବର୍ଷ ଏହି ସିରିଜକୁ ଲଞ୍ଚ୍ କରିଥିଲା । ଏଥିରେ ଚାରିଟି ସ୍ମାର୍ଟଫୋନ୍, ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ, ଆଇଫୋନ୍ ୧୪ ପ୍ରୋ ଏବଂ ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସ ସାମିଲ ରହିଛି । ଏହି ସମସ୍ତ ଫୋନ୍ସ ସୁପର ରେଟିନା ଏକ୍ସଡିଆର ଡିସପ୍ଲେ ସହ ଆସିଥାଏ ।

ନୂଆ ସ୍ମାର୍ଟଫୋନ୍ କିଣିବାକୁ ପ୍ଳାନ୍ କରୁଛନ୍ତି କି, ତାହେଲେ ଆଇଫୋନ୍ ୧୪ ପ୍ଲସ ଉପରେ ବଢ଼ିଆ ଅଫର । କମ୍ପାନୀ ଗତ ବର୍ଷ ଏହି ସିରିଜକୁ ଲଞ୍ଚ୍ କରିଥିଲା । ଏଥିରେ ଚାରିଟି ସ୍ମାର୍ଟଫୋନ୍, ଆଇଫୋନ୍ ୧୪, ଆଇଫୋନ୍ ୧୪ ପ୍ଲସ, ଆଇଫୋନ୍ ୧୪ ପ୍ରୋ ଏବଂ ଆଇଫୋନ୍ ୧୪ ପ୍ରୋ ମ୍ୟାକ୍ସ ସାମିଲ ରହିଛି । ଏହି ସମସ୍ତ ଫୋନ୍ସ ସୁପର ରେଟିନା ଏକ୍ସଡିଆର ଡିସପ୍ଲେ ସହ ଆସିଥାଏ ।
ଏଥିରେ ୧୨ଏମପିର ସେଲ୍ଫ କ୍ୟାମେରା ଦିଆଯାଇଛି । ଏହି ସିରିଜର ଆଇଫୋନ ୧୪ ପ୍ଲସକୁ ଆପଣ ଡିସକାଉଣ୍ଟରେ କିଣିପାରିବେ । ସ୍ମାର୍ଟଫୋନ ଉପରେ ହଜାର ହଜାର ଟଙ୍କା ରିହାତି ମିଳୁଛି । ଏହି ଅଫର ଫ୍ଲିପକାର୍ଟ କିମ୍ବା ଆମାଜନରେ ନୁହେଁ ବରଂ ଜିଓ ମାର୍ଟରେ ମିଳୁଛି । ଆସନ୍ତୁ ଜାଣିବା ଫୋନ ଉପରେ ମିଳୁଥିବା ଅଫର୍ସ ବିଷୟରେ ଡିଟେଲରେ ।
ଜିଓ ମାର୍ଟରେ ମୋବାଇଲ ଆଣ୍ଡ ଇଲେକଟ୍ରୋନିକ ଫେଷ୍ଟ ଚାଲୁଛି । ଏଥିରେ ଫ୍ଲାଟ ଡିସକାଉଣ୍ଟ ବ୍ୟତୀତ ଆହୁରି ଅନେକ ଫିଚର୍ସ ମଧ୍ୟ ମିଳିବ । ସ୍ମାର୍ଟଫୋନରେ ୧୦%ର ଡିସକାଉଣ୍ଟ ବ୍ୟାଙ୍କ ଅଫ୍ ବରୋଦା, ଫେଡେରାଲ ବ୍ୟାଙ୍କ ଏବଂ ଆଇଡିବିଆଇ ବ୍ୟାଙ୍କ କ୍ରେଡିଟ ଏବଂ ଡେବିଟ୍ କାର୍ଡ ଉପରେ ମିଳୁଛି । କମ୍ପାନୀ ଏହି ଫୋନକୁ ୮୯,୯୦୦ ଟଙ୍କାର ପ୍ରାରମ୍ଭିକ ଦାମରେ ଲଞ୍ଚ୍ କରିଛି ।
ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଦାମ୍ ଫୋନର ୧୨୮ଜିବି ଭ୍ୟାରିୟଣ୍ଟରେ ମିଳୁଛି । ଯଦିଓ ଜିଓ ମାର୍ଟରେ ଏହି ଫୋନ୍ ୭୮,୯୯୦ ଟଙ୍କା ଦାମରେ ଲିଷ୍ଟରେ ରହିଛି । ଫୋନର ୨୫୬ଜିବି ଷ୍ଟୋରେଜ ଭ୍ୟାରିୟଣ୍ଟ ୯୯,୯୦୦ ଟଙ୍କା ରହିଛି । ଯାହାକୁ ଆପଣ ୮୮, ୯୯୦ ଟଙ୍କାରେ କ୍ରୟ କରିପାରିବେ ।
କଣ ରହିଛି ସ୍ପେସିପିକେସନ୍ସ ଜାଣନ୍ତୁ
ଆଇଫୋନ୍ ୧୪ ପ୍ଲସକୁ ଆପଣ ବ୍ଲୁ, ମିଡ ନାଇଟ, ପର୍ପଲ, ଷ୍ଟାର ଲାଇଟ ଏବଂ ରେଡ କଲର ଅପ୍ସନରେ କିଣିପାରିବେ । ଫୋନ୍ ୬.୭ ଇଞ୍ଚ୍ ଡିସପ୍ଲେ ସହିତ ଆସିଥାଏ । ଏଥିରେ ଆପଲ ଏ୧୫ ବାଓନିକ ଚିପସେଟ ଦିଆଯାଇଛି । ଯାହା ତିନୋଟି ଷ୍ଟୋରେଜ୍ ଅପ୍ସନ ୧୨୮ଜିବି, ୨୫୬ଜିବି ଏବଂ ୫୧୨ଜିବିରେ ଆସିଥାଏ । ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି ।
ଏଥିରେ ଏକ ୧୨ଏମପିର ଓ୍ଵାଇଡ୍ ଆଙ୍ଗଲ ଲେନ୍ସ ଏବଂ ଅନ୍ୟଟିରେ ୧୨ଏମପିର ଅଲଟ୍ରା ଓ୍ଵାଇଡ୍ ଆଙ୍ଗଲ ଲେନ୍ସ ରହିଛି । ଫ୍ରଣ୍ଟରେ କମ୍ପାନୀ ଏଥିର ସେଲଫି ପାଇଁ ୧୨ଏପମି ଦେଇଛି । ଏଥିରେ ଆପଣଙ୍କୁ ଓ୍ଵାୟର୍ଡ ଏବଂ ଓ୍ଵୟାରଲେସ ଉଭୟ ଚାର୍ଜିଙ୍ଗ ମିଳିଥାଏ । ଫୋନ୍ ଡୁଆଲ ସିମ୍ ସପୋର୍ଟ ସହ ଆସିଥାଏ । କିନ୍ତୁ ଏଥିରେ ଏକ ଫିଜିକାଲ ସିମ୍ ଏବଂ ଏକ ଇ-ସିମ ଲାଗିପାରିବ ।