Below header

ଶୀତରୁ ମିଳିବ ମୁକ୍ତି, ଘରକୁ ନେଇ ଆସନ୍ତୁ ଏହି ଦମଦାର ରୁମ ହିଟର

ଶୀତ ଋତୁରେ ଲୋକମାନେ ଘରକୁ ଗରମ କରିବା ପାଇଁ ରୁମ୍ ହିଟର ବ୍ୟବହାର କରନ୍ତି । ଏହାକୁ ଧ୍ୟାନରେ ରଖି ଆମେ ଆପଣଙ୍କ ପାଇଁ ରୁମ୍‌ ହିଟରର ଲିଷ୍ଟ ନେଇ ଆସିଛୁ । ଯାହା ଦ୍ୱାରା ଆପଣ ଏହି ଶୀତରୁ କିଛି ମାତ୍ରାରେ ଉପକାର ପାଇ ପାରିବେ ।

ଶୀତ ଋତୁ ଆରମ୍ଭ ହୋଇଯାଇଛି, ଏହି ଋତୁରେ ଲୋକମାନେ ଘରକୁ ଗରମ କରିବା ପାଇଁ ରୁମ୍ ହିଟର ବ୍ୟବହାର କରନ୍ତି । ଏହାକୁ ଧ୍ୟାନରେ ରଖି ଆମେ ଆପଣଙ୍କ ପାଇଁ ରୁମ୍‌ ହିଟରର ଲିଷ୍ଟ ନେଇ ଆସିଛୁ । ଯାହା ଦ୍ୱାରା ଆପଣ ଏହି ଶୀତରୁ କିଛି ମାତ୍ରାରେ ଉପକାର ପାଇ ପାରିବେ ।

ବଜାଜ OFR ରୁମ ହିଟର: ବଜାଜର ଏହି ରୁମ ହିଟର ୧୮,୯୯୯ ଟଙ୍କାରେ ଆସିଥାଏ । ଯାହାକୁ ଆପଣ ମାତ୍ର ୧୦,୪୭୦ ଟଙ୍କାରେ କିଣି ପାରିବେ । ଏହି ରୁମ୍‌ ହିଟର ୨୯୦୦w ଅଟେ ଏବଂ ଏହାକୁ ISI ଆପ୍ରୁଭ୍‌ ମିଳିଛି । ବଡ଼ ରୁମ୍‌ ପାଇଁ ଏହି ରୁମ୍‌ ହିଟର ଠିକ୍‌ ରହିବ ।

Glen Electric : ଏହି ରୁମ୍ ହିଟର ୧୩,୯୯୫ ଟଙ୍କା ମୂଲ୍ୟରେ ଲିଷ୍ଟ ହୋଇଛି, ଯାହାକୁ ଆପଣ ୪୦ ପ୍ରତିଶତ ଡିସକାଉଣ୍ଟରେ କିଣି ପାରିବେ । ଏପରିସ୍ଥିତିରେ ଆପଣ ଏହି ରୁମ୍ ହିଟରକୁ ମାତ୍ର ୮,୩୯୭ ଟଙ୍କାରେ କିଣି ପାରିବେ ।

Havells OFR : ହାଭେଲ୍ସର ଏହି ରୁମ୍ ହିଟରର ମୂଲ୍ୟ ହେଉଛି ୧୪,୨୨୫ ଟଙ୍କା, ଯାହାକୁ ଆପଣ ୪୦ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୮,୪୮୦ ଟଙ୍କାରେ କିଣି ପାରିବେ । ଏହି ହିଟର ୨୪୦୦Wର ଏବଂ ଏହା ଏକ ବଡ଼ କୋଠରୀକୁ ସହଜରେ ଗରମ କରି ପାରିବ ।

Morphy Richards OFR : ଏହି ରୁମ୍ ହିଟରର ଦାମ୍‌ ହେଉଛି ୧୯,୯୯୯ ଟଙ୍କା, ଯାହାକୁ ଆପଣ ୫୫ ପ୍ରତିଶତ ଡିସକାଉଣ୍ଟରେ ମାତ୍ର ୮,୯୩୮ ଟଙ୍କାରେ କିଣି ପାରିବେ । ଏହି ରୁମ୍ ହିଟର ୪୦୦Wର, ଏହା ଦ୍ୱାରା ଆପଣ ଏକ ସାଧାରଣ ରୁମକୁ ଆରାମରେ ଗରମ କରିପାରିବେ ।

Usha 3809F : ଉଷାର ଏହି ରୁମ୍ ହିଟର ୧୦,୨୦୦ ଟଙ୍କାରେ ଲିଷ୍ଟ ହୋଇଛି, ଯାହାକୁ ଆପଣ ଡିସକାଉଣ୍ଟ ପରେ ମାତ୍ର ୯,୮୦୦ ଟଙ୍କାରେ କିଣି ପାରିବେ । ଏହି ରୁମ୍ ହିଟର ୨୦୦୦W କ୍ୟାପାସିଟି ସହିତ ଆସିଥାଏ, ଏହି ରୁମ୍‌ ହିଟର ଦ୍ୱାରା ଆପଣ ଏକ ସାଧାରଣ ରୁମ୍‌ କୁ ଆରାମରେ ଗରମ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.