ଏବେ ଓଡ଼ିଆରେ ମଧ୍ୟ ଉଠାଇ ପାରିବେ ପେଟିଏମର ସୁବିଧା

ନୂଆଦିଲ୍ଳୀ : ଅଲ୍ଲିବାବା ଗ୍ରୁପର ପେଟିଏମ୍ ୱାଲେଟ ତାହାର ଓଡ଼ିଶା ଗ୍ରାହକଙ୍କ ପାଇଁ ଦୁର୍ଗାପୂଜା ଭେଟି ଦେଇଛି। ପୂର୍ବରୁ ଏହା ଭାରତରେ ବିଭିନ୍ନ ରିଜୋନାଲ ଭାଷାରେ ଥିବା ବେଳେ ଏବେ ଏହା ଓଡ଼ିଆରେ ମଧ୍ୟ ଉପଲବ୍ଧ ହୋଇଛି। ଏହା ଦ୍ବାରା ଓଡ଼ିଶା ବଜାରରେ ଏହାର ବ୍ଯବହାର ଏବଂ ଚାହିଦା ଅଧିକ ହେବ ବୋଲି ଆଶା କରାଯାଉଛି।

ତେବେ ଦୁଇ ବର୍ଷ ପୂର୍ବେ ବିମୁଦ୍ରାକରଣ ପରେ ଭାରତରେ ବଜାରରେ ପେଟିଏମ୍ ୱାଲେଟରେ ଟଙ୍କା ଲେଣଦେଣ ବହୁମାତ୍ରାରେ ବଢ଼ିଯାଇଥିଲା। ଛୋଟରୁ ଆରମ୍ଭ କରି ବଡ଼ ସମସ୍ତ ଦୋକାନରେ ପେଟିଏ ନେଣଦେଣକୁ ବହୁ ସହଜ ଏବଂ ସୁବିଧା କରାଇଥିଲା।

Leave A Reply

Your email address will not be published.