ଲଞ୍ଚ୍ ହେଲା xiaomi ର Mi 33W ଫାଷ୍ଟ ଚାର୍ଜର, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

ଚୀନ ସ୍ମାର୍ଟଫୋନ ମେକର Xiaomi ଭାରତରେ Mi 33W SonicCharge 2.0 ଲଞ୍ଚ କରିଛି। ଏହା ଫାଷ୍ଟ ଚାର୍ଜର। ସୂଚନାଯୋଗ୍ଯ, Redmi K20 ସହିତ କମ୍ପାନୀ 27Wର ଫାଷ୍ଟ ଚାର୍ଜର ଲଞ୍ଚ କରିଥିଲା। ନୂଆ ଚାର୍ଜର ଗତ ଚାର୍ଜର ତୁଳନାରେ ଜଲଦି ସ୍ମାର୍ଟଫୋନ୍କୁ ଚାର୍ଜ କରିବ।

ଏହି ଚାର୍ଜର ଦାମ୍ ୯୯୯ ଟଙ୍କା ରଖାଯାଇଛି। ଏହି ଚାର୍ଜର qualcomm quick charge 3.0 ସପୋର୍ଟ କରିଥାଏ।  ଏଥିରେ ଟାଇପ ସି କେବଲ ଦିଆଯାଉଛି। କମ୍ପାନୀ ମୁତାବକ, BIS ସାର୍ଟିଫାଏଡ ଏବଂ ଏଥିରେ ୩୮୦ Vର ପ୍ରୋଟେକ୍ସନ ଦିଆଯାଇଛି। ଏହାକୁ ସାଓମୀର ଅଫିସିଆଲ ୱେବସାଇଟରୁ କିଣାଯାଇପାରିବ।

xiomi

କମ୍ପାନୀ ମୁତାବକ,  ଏହି ଚାର୍ଜରକୁ ଭାରତରେ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ତାପମାତ୍ରା ଆପେଆପେ କଣ୍ଟ୍ରୋଲ କରାଯାଇପାରିବ। ଏଥିରେ ସାଓମୀ ସହିତ ଅନ୍ୟ ସ୍ମାର୍ଟଫୋନ୍କୁ ମଧ୍ୟ ଚାର୍ଜ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.