Below header

ଏଣିକି Instagramରେ ବି ଦେବାକୁ ପଡିବ ଟଙ୍କା, ମିଳିବ ଏକ୍ସକ୍ଲୁସିଭ କଣ୍ଟେଣ୍ଟ ସହିତ ଚାଟର ଅପସନ

ଇନ୍ଷ୍ଟଗ୍ରାମ ନିଜ ପ୍ଲାଟ୍ଫର୍ମରେ ଏକ ନୂଆ ସବସକ୍ରାଇବର ପ୍ରୋଗ୍ରାମ ଲଞ୍ଚ କରିଛି । ଏବେ ୟୁଜର୍ସଙ୍କ ଠାରୁ କ୍ରିଏଟର୍ସଙ୍କ ଦ୍ୱାରା ଏକସକଳୁଶିଭ କଣ୍ଟେଣ୍ଟ ଚାର୍ଜ କରିବ । ଇନ୍ଷ୍ଟଗ୍ରାମର ହେଡ଼ ଏଡ଼ମ ମସୋରି ଟ୍ୱିଟରରେ ଏନେଇ ଘୋଷଣା କରିଛି । ଏହି ପ୍ରୋଗ୍ରାମ ଅନୁଯାୟୀ, କ୍ରିଏଟର୍ସଙ୍କ ନିକଟରେ ନିଜ ଫଲୋଅର୍ଶଙ୍କୁ ତାଙ୍କ ଏକସକଳୁଶିଭ ରିଲସ ଓ ପ୍ଲାଟ୍ଫର୍ମରେ ପୋଷ୍ଟ କରିବା ପାଇଁ ଇନଫ୍ଲୁଏନ୍ସର ବିକଳ୍ପ ଦେବ । ଏହି ଭୁଗତାନ ମାସିକ ଆଧାରରେ କରାଯିବ ।

– ମେଟା ନିଜ ବ୍ଳଗପୋଷ୍ଟରେ ସୂଚନା ଦେଇଛିକି ଶବସକ୍ରାଇବ୍ରାର ପ୍ରୋଗ୍ରାମ ନିଜ ୟୁଜର୍ସ ମାନଙ୍କୁ ତିନୋଟି ବେନିଫିଟସ ଦେବ ।

– ଏଥିରେ ସବସକ୍ରାଇବର ଚାଟ, ଏକ୍ସକଳୁଶିଭ ପୋଷ୍ଟ, ପ୍ରୋଫାଇଲରେ ରିଲସ ସହ ଏକ୍ସକ୍ଲୁସିଭ ଟ୍ୟାବ ଆଦି ସାମିଲ ଅଛି ।

– ଇନ୍ଷ୍ଟଗ୍ରାମର ମାସିକ ସବସ୍କ୍ରିପସନ ଫଲୋଅର୍ଶଙ୍କୁ ପ୍ଲାଟ୍ଫର୍ମରେ କ୍ରିଏଟର୍ସ ମାନଙ୍କ ସହିତ ସିଧାସଳଖ ଯୋଡି ହେବା ପାଇଁ ଅନୁମତି ଦେବ । କ୍ରିଏଟର୍ସମାନେ ସର୍ବାଧିକ ୩୦ ଜଣ ଫଲୋଅର୍ଶଙ୍କୁ ନେଇ ଏକ ଗ୍ରୁପ ବନେଇପାରିବ | ଯେଉଁମାନେ ତାଙ୍କ ସହିତ ସିଧାସଳଖ ଯୋଡି ହୋଇପାରିବେ ।

– ବ୍ଳଗପୋଷ୍ଟ ଅନୁସାରେ ମେସେଞ୍ଜରରେ ସବସକ୍ରାଇବ୍ରର ଚାଟ ସିଧା ସଳଖ ଈନବକ୍ସ କିମ୍ବା ଷ୍ଟୋରିରୁ ବନାଯାଇପାରିବ । ଯାହାକି ୨୪ ଘଣ୍ଟା ପରେ ସ୍ୱତଃଭାବେ ଶେଷ ହୋଇଯିବ । ଯାହା ଦ୍ୱାରା ଆପଣ ଠିକ କରିପାରିବେକି ଆପଣ ନିଜ କଷ୍ଟମରଙ୍କ ସହିତ କେବେ, କିପରି ଭାବେ ଯୋଡି ହୋଇରହିବେ । ଆଉ ନିଜ ବାଲାନ୍ସ ମଧ୍ୟ ପ୍ରସ୍ତୁତ କରିପାରିବେ ।

– କ୍ରିଏଟର୍ସ ମାନେ ନିଜ ଜେନେରାଲ ତଥା ଏକସକ୍ଲୁସିଭ ଷ୍ଟରିଜରେ “join chat” ଷ୍ଟିକରର ବି ଉପଯୋଗ କରିପାରିବେ । ଯାହାଦ୍ୱାରା ସେମାନେ ସିଧାସଳଖ ଗ୍ରୁପ ଚାଟରେ ସାମିଲ ହୋଇପାରିବେ । ସେମାନଙ୍କୁ ଈନବକ୍ସରେ ଏକ ସବସକ୍ରାଇବ୍ରର ଟ୍ୟାବ ଦେଖାଦେବ । ଯାହାକି ତାଙ୍କ ଚାଟକୁ ଅର୍ଗାନାଇଜ କରିବା ପାଇଁ ସାହାଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.